ETV Bharat / briefs

2023ରେ ତେଲେଙ୍ଗାନାରେ ସରକାର ଗଢିବା ବିଜେପି: ଶିବରାଜ - state govt

2023ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି । ବିଜେପି ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହ୍ୱାନ ବୁଧବାର ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Jun 27, 2019, 3:05 PM IST

Updated : Jun 27, 2019, 3:50 PM IST

ହାଇଦ୍ରାବାଦ: ଲୋକସଭା ନିର୍ବାଚନରେ ତେଲେଙ୍ଗାନାରେ ବିଜେପିର ଭଲ ପ୍ରଦର୍ଶନକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଭବିଷ୍ୟବାଣୀ କରିଛନ୍ତି । 2023ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ବିଜୟ ହେବାକୁ ଲକ୍ଷ୍ୟ ରଖିଛି । ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ବିଜେପିର ଭଲ ପ୍ରଦର୍ଶନ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ମାତ୍ର ଦଳ ଏତିକିରେ ସନ୍ତୁଷ୍ଟ ନାହିଁ । ଯେଉଁ ରାଜ୍ୟ ଗୁଡିକରେ ଦଳ ବର୍ତ୍ତମାନ ସୁଦ୍ଧା ସରକାର ଗଠନ କରିବାରେ ଅସଫଳ ହୋଇଛି ସେହି ରାଜ୍ୟ ଗୁଡିକରେ ବିଜେପି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି । ବିଜେପି ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହ୍ବାନ ବୁଧବାର ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଗତ ବର୍ଷ ଡିସେମ୍ବରରେ ଆୟୋଜିତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିନଥିଲା । ଯେଉଁ କାରଣରୁ ଦଳ 119ଟି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା । ସେହିପରି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ 17ଟି ଆସନ ମଧ୍ୟରୁ ବିଜେପି 4ଟି ସିଟ ହାସଲ କରିପାରିଥିଲା । ଏଥିପାଇଁ ଶିବରାଜ ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Intro:Body:

blank

Conclusion:
Last Updated : Jun 27, 2019, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.