ETV Bharat / briefs

ପୁରୀ ବେଳାଭୂମିରେ ନମୋ ନମୋ

2ୟ ଥର ପାଇଁ କେନ୍ଦ୍ରରେ ମୋଦିଙ୍କ ସରକାର ଆସିବ । ବିଜେପିର ବିଶାଳ ବିଜୟ ପରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

author img

By

Published : May 24, 2019, 11:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୂର୍ଣ୍ଣ ବହୁମତ ପାଇ ବିଜେପି ସରକାର ପୁନର୍ବାର କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହା ମଧ୍ୟ ପଢନ୍ତୁ:ପୁଣି କେନ୍ଦ୍ରରେ ଫୁଟିଲା ପଦ୍ମ, ବିଦେଶରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା

ସେ ଏକ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ମୋଦିଙ୍କୁ ଏହି ବୃହତ ବିଜୟର ଶୁଭେଚ୍ଛା ଦେଇଛନ୍ତି । 12 ଫୁଟ ଲମ୍ବର ଏହି ବିଶାଳ ବାଲୁକା କଳା ରହିଛି । ଯେଉଁ ଥିରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି କରାଯାଇ ନମୋ ନମୋ ଲେଖିବା ସହ ମୋଦି ହେ ତୋ ମୁମକିନ୍ ହେ ବାର୍ତ୍ତା ଲେଖିଛନ୍ତି । ଏଥିସହ ମୋଦିଙ୍କୁ ବିଶାଳ ବିଜୟର ଅଭିନନ୍ଦନ ବୋଲି ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ସ୍ଲଗ :- ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳୀୟ ସଙ୍ଗଠନ ବୃଦ୍ଧି କରିବାର ଆବଶ୍ୟକ ରହିଛି-ଚନ୍ଦ୍ରଶେଖର ନାଇଡୁ  .....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୨୪-୦୫-୧୯. :(ଭିଜୁଆଲ ମୋଜୋ  ରେ ଯାଇଛି.)
 (ଆଙ୍କର):- ଚଳିତ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ଦଳ ପାଇଥିବା ଭୋଟ ବ୍ୟବଧାନକୁ ଅନୁଧ୍ୟାନ କଲେ ଦଳ ତୃତୀୟ ସ୍ଥାନରେ ରହିଥିବା ବେଳେ ଏଠାରେ ଦଳୀୟ ସଙ୍ଗଠନ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଥିବା କହିଛନ୍ତି ବ୍ରହ୍ମପୁର ରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜୟ ହୋଇଥିବା  ଭି.ଚନ୍ଦ୍ରଶେଖର ନାଇଡୁ  ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  । ବ୍ରହ୍ମପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ ସାଧାରଣ ନିର୍ବାଚନରେ ମିଳିଥିବା  ମତଦାନକୁ ସମ୍ମାନ ଦେବାର ଆବଶ୍ୟକତା ରହିଥିବା ବେଳେ ଯେଉଁମାନେ  କଂଗ୍ରେସ ଦଳକୁ ଭୋଟ ଦେଇଥିଲେ  ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରାଜୟର କାରଣ ଅନେକ ରହିଥିବା ବେଳେ ଗଜପତି ଜିଲ୍ଲାରେ କଂଗ୍ରେସ ବହୁ ଭୋଟ ପାଇଥିବାରୁ  ସେଠାରେ ସଙ୍ଗଠନ ଭଲ ରହିଛି  ବୋଲି କହିଛନ୍ତି ଚନ୍ଦ୍ରଶେଖର ନାଇଡୁ । 
ବାଇଟ୍ -ଭି.ଚନ୍ଦ୍ରଶେଖର ନାଇଡୁ(କଂଗ୍ରେସ ଲୋକସଭା ପ୍ରାର୍ଥୀ,ବ୍ରହ୍ମପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.