ETV Bharat / briefs

7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମମ୍ମୁଖରେ ବିକ୍ଷୋଭ

7 ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗରିବଙ୍କୁ ଘରଡ଼ିହ ପଟ୍ଟା, ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ 7 ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଶତାଧିକ ଆଦିବାସୀ ।

author img

By

Published : Jun 30, 2019, 6:19 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାୟଗଡା

ରାୟଗଡା: 7 ଦଫା ଦାବି ନେଇ ଅଖିଳ ଭାରତୀୟ କ୍ଷେତ ମଜଦୂର ସଙ୍ଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗରିବଙ୍କୁ ଘରଡ଼ିହ ପଟ୍ଟା, ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ 7 ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଶତାଧିକ ଆଦିବାସୀ । ଏଥିରେ ସଙ୍ଗଠନର ସମ୍ପାଦକ ସୁବାଷ କୁଲେସିକା, ଗଜପତି ଚାଷୀ ମୁଲିଆ ସଙ୍ଗଠନ ସମ୍ପାଦକ କେଦାର ଶବର ପ୍ରମୁଖ ଉପସ୍ଥିତ ଥିଲେ । ତେବେ କୌଣସି ଅଶାନ୍ତି ସୃଷ୍ଟି ନହେବା ପାଇଁ ତହସିଲ କାର୍ଯ୍ୟାଳୟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଅଖିଳ ଭାରତୀୟ କ୍ଷେତ ମଜଦୂର ସଭା ତରଫରୁ ସଭାପତି ହରିବନ୍ଧୁ କାଡ୍ରାକାଙ୍କ ନେତୃତ୍ୱରେ ମୌଳିକ ସମସ୍ୟା ସମେତ 7ଦଫା ଦାବି ନେଇ ଶତାଧିକ ଆଦିବାସୀ ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗରିବଙ୍କୁ ଘରଡ଼ିହ ପଟା, ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ 7 ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ଦେବାଶିଷ ଗୌଡ଼ଙ୍କୁ ପ୍ରଦାନ ପ୍ରଦାନ କରାଯାଇଛି ।ଏଥିରେ ସଂଗଠନ ସମ୍ପାଦକ ସୁବାଷ କୁଲେସିକା, ଗଜପତି ଚାଷୀମୁଲିଆ ସଂଗଠନ ସମ୍ପାଦକ କେଦାର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।Body:AConclusion:B

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.