ETV Bharat / briefs

ଭୋଟ ଦେଲେ ପୋଲିସ କର୍ମଚାରୀ - rairangpur

ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର 2ଦିନ ବାକି ରହିଥିବାବେଳେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପୋଲିସ କର୍ମଚାରୀଙ୍କ ଭୋଟ ପଡିଛି । ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ସରକାରୀ ତଥା ପୋଲିସ କର୍ମଚାରୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ମତଦାନ କରି ବେଶ୍ ଉତ୍ସାହିତ ଥିଲେ ସେମାନେ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 26, 2019, 1:31 PM IST

ରାଇରଙ୍ଗପୁର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଏହି ପର୍ବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର 2ଦିନ ବାକି ରହିଛି । ସେହି କ୍ରମରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ କର୍ମଚାରୀଙ୍କ ଭୋଟ ପଡିଛି । ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ସରକାରୀ ତଥା ପୋଲିସ କର୍ମଚାରୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ପୋଷ୍ଟାଲ ବାଲାଟ ମାଧ୍ୟମରେ ରାଇରଙ୍ଗପୁର ଆଦର୍ଶ ପୋଲିସ ଷ୍ଟେସନର କାର୍ଯ୍ୟରତ କର୍ମଚାରୀ ଭୋଟ ଦେଇଛନ୍ତି । ନିଜର ବହୁମୂଲ୍ୟ ଭୋଟ ଦେଇ ସେମାନେ ନିଜ ଅଞ୍ଚଳର ଜନ ପ୍ରତିନିଧିଙ୍କୁ ବାଛିଛନ୍ତି । ଜଣେ ନାଗରିକ ହିସାବରେ ଗଣତନ୍ତ୍ରର ମହାପର୍ବରେ ଭୋଟ ଦେଇ ନିଜର ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ମତଦାନକୁ ନେଇ ସେମାନ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ପୋଲିସ କର୍ମଚାରୀ ଙ୍କ ପଡିଲା ଭୋଟ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଲା। ତେବେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ସରକାରୀ ତଥା ପୋଲିସ କର୍ମଚାରୀ ଆଜି ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ପୋଷ୍ଟାଲ ମାଧ୍ୟମରେ ରାଇରଙ୍ଗପୁର ଆଦର୍ଶ ପୋଲିସ ଷ୍ଟେସନରେ କର୍ମଚାରୀ ମାନେ ଭୋଟ ଦେଇଛନ୍ତି। ସରକାରୀ କର୍ମଚାରୀ ମାନେ ନିଜ ବହୁମୂଲ୍ୟ ଭୋଟ ଦେଇ ନିଜ ନିଜ ଅଞ୍ଚଳର ଜନ ପ୍ରତିନିଧି ଙ୍କୁ ବାଛୁଛନ୍ତି। ସେମାନେ ମଧ୍ୟ ଗଣତନ୍ତ୍ର ର ଜଣେ ନାଗରିକ ହିସାବରେ ଭୋଟ ଦେଇ ନିଜର ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ତେବେ ଭୋଟ ଦେଇ ସେମାନେ ବେଶ ଉତ୍ସାହିତ ଥିବାର ଦେଖାଯାଇଛି।

ବାଇଟ ୧ - କାଶୀନାଥ ପାଲ, ପୋଲିସ କର୍ମଚାରୀ।
ବାଇଟ ୨ - ପ୍ରଫୁଲ୍ଲ ସରଦାର, ପୋଲିସ କର୍ମଚାରୀ।
ବାଇଟ ୩ - ବବି ମିଶ୍ର, ପୋଲିସ କର୍ମଚାରୀ।

Body:x

Conclusion:x

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.