ETV Bharat / briefs

ବ୍ୟବସାୟୀଙ୍କଠୁ ଛଡାଉଥିଲେ ଟଙ୍କା, ପିସିଆର ଭ୍ୟାନ ହାବୁଡରେ ପଡି 2 ଗିରଫ

ପରିବା ବ୍ୟବସାୟୀଙ୍କ ଠାରୁ ଟଙ୍କା ଛଡାଇ ନେଇଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ 2 ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ବର 4 ନମ୍ବର ମାର୍କେଟରେ । । ଅଧିକ ପଢନ୍ତୁ...

ବ୍ୟବସାୟୀଙ୍କ ଠାରୁ ଢଡ଼ାଉଥିଲେ ଟଙ୍କା, ହାବୁଡ଼ରେ ପଡ଼ିଗଲା ପିସିଆର ଭ୍ୟାନ, 2 ଗିରଫ

author img

By

Published : Jun 20, 2020, 4:36 PM IST

ଭୁବନେଶ୍ବର: ପରିବା ବ୍ୟବସାୟୀଙ୍କ ଠାରୁ ଟଙ୍କା ଛଡାଇ ନେଇଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ 2 ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ବର 4 ନମ୍ବର ମାର୍କେଟରେ । ସବୁଦିନ ପରି ବେପାର ସାରି ମାର୍କେଟ ପେମେଣ୍ଟ କରି ଫେରୁଥାନ୍ତି ସୁର୍ଯ୍ୟ ନଗରର ପରିବା ବ୍ୟବସାୟୀ ପ୍ରଦିପ । ତେବେ ପ୍ରଦୀପଙ୍କୁ ଅପେକ୍ଷା କରି ରାତି ସାଢେ ୨ଟା ପର୍ଯନ୍ତ ଜଗିବସିଥିଲେ ଦୁର୍ବୃତ୍ତ।

ବ୍ୟବସାୟୀଙ୍କ ଠାରୁ ଢଡ଼ାଉଥିଲେ ଟଙ୍କା, ହାବୁଡ଼ରେ ପଡ଼ିଗଲା ପିସିଆର ଭ୍ୟାନ, 2 ଗିରଫ
ବ୍ୟବସାୟୀଙ୍କ ଠାରୁ ଢଡ଼ାଉଥିଲେ ଟଙ୍କା, ହାବୁଡ଼ରେ ପଡ଼ିଗଲା ପିସିଆର ଭ୍ୟାନ, 2 ଗିରଫ

୫୦ ରୁ ୬୦ ହଜାର ଟଙ୍କା ଥିବ ଭାବି ଭିଜିଲାନସ ଅଫିସକୁ ଲାଗିଥିବା ପାଚେରି କଡରେ ହଠାତ ସାମ୍ନାକୁ ଚାଲିଆସିଲେ ଏହି ଦୁଇ ଦୁର୍ବୃତ୍ତ । ପରେ ଗାମୁଛାରେ ମାଡି ବସି ଦୁଇ ଦୁର୍ବୃତ୍ତ ତାଙ୍କ ପକେଟରୁ ୮ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡାଇ ଖସି ପଳାଉଥିବା ବେଳେ ଅପରାଧି ପାଇଁ କାଳ ହୋଇଗଲା ପିସିଆର ଭ୍ୟାନ । ଆଉ ଏହି ସମୟରେ ଅପରପଟୁ ଆସୁଥିଲେ କ୍ୟାପିଟାଲ ଥାନାର ଆଉ କିଛି ଷ୍ଟାଫ । ଗୋଟେପଟେ ଥାନା ଷ୍ଟାଫ ଅପରେପଟେ ପିସିଆର ଆଉ ଅନ୍ୟ ପଟେ ବ୍ୟାରିକେଡ । ଶେଷରେ ଦୁଇ ଅଭିଯୁକ୍ତ ଫସିଗଲେ ପୋଲିସ ହାତରେ ।

ଧାରା ୩୯୪ରେ ସୁଶାନ୍ତ ବାରିକ ଓ ସୁକାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । ତେବେ ଏମାନଙ୍କ ନାରେ ପୁର୍ବରୁ ମାମଲା ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.