ETV Bharat / briefs

ଆଜି ପ୍ରକାଶ ପାଇବ +2 କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଆଜି(ଶୁକ୍ରବାର) ପ୍ରକାଶ ପାଇବ +2 କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅପରାହ୍ଣ ସାଢେ 3ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।

author img

By

Published : Jun 21, 2019, 8:27 AM IST

ଫାଇଲ ଫଟୋ

ଭୁବନେଶ୍ବର: ଆଜି(ଶୁକ୍ରବାର) ପ୍ରକାଶ ପାଇବ +2 କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅପରାହ୍ନ 3ଟା 30ରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।

ଏହାପରେ ପରୀକ୍ଷାର୍ଥୀ www.chseodisha.nic.in ଓ www.orissaresults.nic.in ୱେବସାଇଟ୍ ମାଧ୍ୟମରେ ନିଜ ପରୀକ୍ଷା ଫଳ ଜାଣିପାରିବେ । ଏହାସହିତ ପରୀକ୍ଷାର୍ଥୀଙ୍କୁ ନିଜ ରେଜେଲ୍ଟ ଜାଣିବା ପାଇଁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ପଡିବ ।

ଚଳିତବର୍ଷ କଳାରେ 2 ଲକ୍ଷ 35 ହଜାର 183 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ 27 ହଜାର 278 ଓ ଧନ୍ଦାମୂଳକ ଶିକ୍ଷାରେ ମାତ୍ର 8058 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଜୁନ୍‌ ୩ରେ ପ୍ରକାଶ ପାଇଥିବା ବିଜ୍ଞାନ ପରୀକ୍ଷା ଫଳର ପାସ୍‌ହାର 72.33 ପ୍ରତିଶତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.