ETV Bharat / briefs

ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀ ଜନଅସନ୍ତୋଷ - bus stand

କଣ୍ଟାମାଳ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଦୂରଦୂରାନ୍ତରରୁ ଆସୁଥିବା ଯାତ୍ରୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ବସଷ୍ଟାଣ୍ଡରେ ଏକ ଶୌଚାଳୟ ସ୍ଥାପନା କରିବାକୁ ସାଧାରଣରେ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Jun 16, 2019, 5:16 PM IST

ବୌଦ୍ଧ: ଜିଲ୍ଲା କଣ୍ଟାମାଳ ସଦର ମହକୁମା ବସଷ୍ଟାଣ୍ଡରେ ଶୌଚାଳୟ ନଥିବା ଅଭିଯୋଗ ହୋଇଛି । ଏନେଇ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ 20ଟି ପଞ୍ଚାୟତର ଲୋକେ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବାବେଳେ ଶୌଚାଳୟ ନଥିବାରୁ ଦୂରଦୂରାନ୍ତରରୁ ଆସୁଥିବା ଯାତ୍ରୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବିଶେଷ କରି ମହିଳାଯାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ କଣ୍ଟାମାଳ ଏକ ସବଡିଭିଜନ ହେବାକୁ ଯାଉଥିବା ବେଳେ ତୁରନ୍ତ ଏହି ବସଷ୍ଟାଣ୍ଡରେ ଏକ ଶୌଚାଳୟ ସ୍ଥାପନା କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ସଦର ମହକୁମାର ବସଷ୍ଟାଣ୍ଡ ରେ କୌଣସି ଶୌଚାଳୟ ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି ।ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ତଥା ମହିଳା ମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

Body:ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସହରରେ ଥିବା ବସଷ୍ଟାଣ୍ଡ ରେ ଏବେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ପ୍ରାୟ କୋଡିଏ ଗୋଟି ପଞ୍ଚାୟତ ର ଲୋକ ଏହି ବସଷ୍ଟାଣ୍ଡ ଉପରେ ନିର୍ଭରଶୀଳ ଥିବା ବେଳେ ଏଠାରେ ଶୌଚାଳୟ ନଥିବାରୁ ଯାତ୍ରୀ ତଥା ମହିଳା ମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ଏଣୁ ଅତିଶୀଘ୍ର ଏଠାରେ ଏକ ଶୌଚାଳୟ ସ୍ଥାପନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Conclusion:ବାଇଟ-୧-ଦେବୀ ପ୍ରସାଦ ନାଏକ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.