ETV Bharat / briefs

ନୀରଜ କୁନ୍ଦନ ହେଲେ ଏନଏସୟୁଆଇ ଅଧ୍ୟକ୍ଷ - J&K

ଏନଏସୟୁଆଇର ନୂଆ ଅଧ୍ୟକ୍ଷ ହେଲେ ନୀରଜ କୁନ୍ଦନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେଲେ ନିଯୁକ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 14, 2019, 2:23 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ(ଏନଏସୟୁଆଇ)ର ନୂଆ ଅଧ୍ୟକ୍ଷ ଭାବେ ନୀରଜ କୁନ୍ଦନଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ନୀରଜ କୁନ୍ଦନ ଜମ୍ମୁ ଓ କାଶ୍ମୀରର ଜଣେ ଜଣାଶୁଣା ଛାତ୍ର ନେତା । ସେ ପୂର୍ବରୁ ମଧ୍ୟ ରାଜ୍ୟ ଏନଏସୟୁଆଇ ଶାଖାର ଅଧ୍ୟକ୍ଷ ରହିସାରିଛନ୍ତି। ଏହାସହ ସଙ୍ଗଠନର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ଅଣରାଜନୈତିକ ପରିବାରରୁ ଆସିଥିଲେହେଁ ନୀରଜଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ବିଶ୍ୱାସ ପ୍ରକଟ କରି ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ରାହୁଲ। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀରଜ।

  • Words fall short to extend gratitude to @RahulGandhi ji who has chosen me from a humble downtrodden & non political family of J&K, & has put his immense faith in me by appointing national president NSUI.
    I assure that I will leave no stone unturned for strengthening organization pic.twitter.com/FnBYLyoDnj

    — Neeraj Kundan (@Neerajkundan) February 13, 2019 " class="align-text-top noRightClick twitterSection" data=" ">
undefined

ନିକଟ ଫେବୃଆରୀ 7ରେ ଆଗାମୀ ଲୋକସଭା ନିର୍ବାଚନ ଲାଗି ଜମ୍ମୁ ଓ କାଶ୍ମୀରରେ ଗଠନ ହୋଇଥିବା ପ୍ରଚାର କମିଟିରେ ମଧ୍ୟ ନୀରଜ ସଦସ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଏନଏସୟୁଆଇ ଅଧ୍ୟକ୍ଷ ପଦ ଦୀର୍ଘଦିନ ଧରି ଖାଲି ପଡ଼ିଥିଲା। ଏହାର ପୂର୍ବ ଅଧ୍ୟକ୍ଷ ଫିରୋଜ ଖାନ ବିବାଦୀୟ ହୋଇ ପଦ ହରାଇଥିଲେ।

ଅବହେଳିତ ଖଣ୍ଡଗିରିର ଐତିହ୍ୟ  ୫ଟି କୁଣ୍ଡ। ନାକ ଟେକୁଛନ୍ତି ସାଧୁସନ୍ଥ ଓ ପର୍ଯ୍ୟଟକ। 

ବିଶ୍ୱାସ ମୂଳେ ଭଗବାନ। ଖଣ୍ଡଗିରି ରେ ଥିବା ୫ଟି କୁଣ୍ଡରେ ବୁଡ଼ ପକେଇଲେ ଅନ୍ୟକ ଦୁରା ଗୋଗ୍ୟରୁ ମୁକ୍ତି ମିଳିଥାଏ। ଏଭଳି ବିଶ୍ୱାସ ନେଇ ଖଣ୍ଡଗିରିର ମାଘ ମେଳା ରେ ଅକଠି ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ, ହଜାର ହଜାର ସାଧୁ ସନ୍ଥ। ଃହେଲେ ସେ ସବୁ କୁଣ୍ଡ ବ୍ୟବହାର ଅନୁପଯୋଗୀ। 

ପବିତ୍ର ମାଘ ସପ୍ତମୀ ଅବସରରେ ଆରମ୍ଭ ହୋଇଛି ଖଣ୍ଡଗିରି ମହାକୁଂଭ ମେଳା।ସହ ସହ ସଂଖ୍ୟା ରେ ଏକାଠି 
ଖଣ୍ଡଗିରି ପାହାଡ ରେ ମା ବରଭୂଜା ପୂଜା କେଉଁ କାଳ ରୁ ରହିଆସିଛି। ପୁରାଣ ବର୍ଣ୍ଣିତ ଅନୁସାରେ ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା ରେ ବୁଡ଼ ପକାଇଥାନ୍ତି। ବୁଡ଼ ପକେଇବା ଦ୍ଵାରା ପୁଣ୍ୟ ମିଳିଥାଏ। କୋର୍ଣାକ୍ ପରେ ଖଣ୍ଡଗିରିରେ ସୂର୍ଯ୍ୟ ଙ୍କୁ ଆରାଧନା ସହ ଖଣ୍ଡ ଖିରି ପ୍ରସାଦ ଲାଗି କରନ୍ତି। ଏହା ଦ୍ବାରା ତପ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି। ସେହି ସାଧୁସନ୍ଥ ମାନଙ୍କୁ ଦର୍ଶନ କରିବାଲାଗି ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଲାଗି ରହିଥାଏ। ଆହୁରି ଏକ ବିଶ୍ୱାସ ରହିଛି ଯେ ଖଣ୍ଡଗିରି ଓ ଉଦୟଗିରୀ ରେ ମୋଟ ମୋଟି ଭାବରେ ୫ଟି କୁଣ୍ଡ ରହିଛି। ଯାହାର ନାମ ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଏବଂ ଲଳିତ କୁଣ୍ଡ। ଯାହାକୁ ନେଇ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଛି। ସେହି କୁଣ୍ଡ ରେ ସାଧୁ ସନ୍ଥ ମାନେ ସ୍ନାନ କରିଥାନ୍ତି। ସେହି କୁଣ୍ଡ ରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରୋଗ୍ୟ ହୁଅନ୍ତି ବୋଲି କିମ୍ବଦନ୍ତୀ ରହିଛି। ଏବେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ଚିତ୍ର ସମସ୍ତ କୁଣ୍ଡ ମାନଙ୍କର। ଏହି କୁଣ୍ଡ ମନକର୍ ଏବେ ଅବସ୍ଥା ଦେଖିଲେ ଲାଗୁଛି ବହୁ ବର୍ଷ ବର୍ଷ ହେଲା ସଫା ହୋଇନାହିଁ। 

ଆକାଶ ଗଙ୍ଗା କୁଣ୍ଡ ସଫା ଥିଲା ବେଳେ ସେଠାରେ ଅସାମାଜିକ ଯୁବକ ପିଢ଼ି ମାନେ ସେଠାରେ ଆଡ୍ଡା ଜମାଉଛନ୍ତି। ମଦ, ଭୋଜିଭାତ ତଥା ବିଭିନ୍ନ ନିଶା ଦ୍ରବ୍ୟ ସେବନ କରିବା ସହ ଆଡ୍ଡା ମଧ୍ୟ ଜମେଇଥାନ୍ତି। ଦେଖିବାକୁ ଗଲେ କୋୖଣସି ଏକ ପଯ୍ୟଟକ ସୁରକ୍ଷିତ ଭାବରେ ବୁଲିପରିବ ନାହିଁ। ସମସ୍ତ କୁଣ୍ଡର ଜଳ କୁ ପରିଷ୍କାର କରିବା ପାଇଁ କେହିବି ଆଗ୍ରହ ପ୍ରକାଶ କରୁନାହିଁ। ଯାହା ଫଳେ ସନ୍ନ୍ୟାସୀ ମାନେ ସ୍ନାନ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି ଯେ ବାରମ୍ବାର ଏ ବାବଦରେ ସରକାରଙ୍କୁ ଜାଣିଛୁ। କିନ୍ତୁ ସରକାର କୌଣସି ବଦକ୍ଷପ ନେବାରେ ବିଫଳ ହେଉଛନ୍ତି। ଖଣ୍ଡଗିରି ପାହାଡ ଉପରେ ଥିବା ଦଶଭୁଜା ଠାକୁରାଣୀ କମିଟି ମଧ୍ୟ ସମସ୍ତ କୁଣ୍ଡ କୁ ସଫା କରିବା ବେଳେ ଏ ଏସ ଆଇ ଏହାକୁ  ବିରୋଧ କରିଛି । ସେଥିପାଇଁ ତାକୁ କେହି ବି ସୁରକ୍ଷା ଦେଇପରୁନନ୍ତି। ଯଦିଓ ସମସ୍ତ କୁଣ୍ଡ ଗୁଡ଼ିକର କାହାଣୀ ଗୋଟେ ଗୋଟେ କିମ୍ବଦନ୍ତୀ ରହିଛି। 

ଜଣେ ପଯ୍ୟ ଟକ କହିଛନ୍ତି  ଏହା ହେଉଛି ପୁରୁଣା ସଂସ୍କୃତି ଏହାକୁ ସରକାର ରକ୍ଷଣା ବେକ୍ଷଣ କରିବା ଆବଶ୍ୟକ। ଏଠାକୁ ଭାରତ ବର୍ଷରୁ ବହୁତ ସାଧୁ ସନ୍ଥ ମାନେ ଆସିଥାନ୍ତି ଓ ବହୁ ପଯ୍ୟତକ ମାନେ ଆସିଥାନ୍ତି । ଏମିତି ଅବହେଳିତ ଭାବରେ ରହିଲେ ଖଣ୍ଡଗିରି କୁ ସାଧୁ ବାବା ଙ୍କ ସହ ପର୍ଯ୍ୟଟକ ମାନେ ବି ମୁହିଁ ଫେରାଇବେ। 

 Byte- କର୍ପୋରେଟର ରଘୁନାଥ ମହାନ୍ତି 
Byte - ବିଶ୍ୱଜିତ୍ କାନୁନଗୋ , ପଯ୍ୟଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.