ETV Bharat / briefs

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଦ୍ରୀନାଥ ଯିବେ ମୋଦି - ପ୍ରଧାନମନ୍ତ୍ରୀ

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ରୀନାଥ ଧାମକୁ ଯାତ୍ରା କରିବେ । ଏନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଡିଜାଇନ ଫଟୋ
author img

By

Published : May 19, 2019, 12:00 AM IST

ଡେରାଡୁନ୍‌: କେଦାରନାଥ ଯାତ୍ରା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବଦ୍ରୀନାରାୟଣଙ୍କ ଦର୍ଶନ କରିବେ । ପ୍ରଥମେ ଭଗବାନ ବଦ୍ରୀନାଥଙ୍କ ଆର୍ଶୀବାଦ ନେଲା ପରେ ଦିବ୍ୟ ଜ୍ୟୋତିର ଦର୍ଶନ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏସପିଜି, ରାଜ୍ୟ ପୋଲିସ ଓ ଆଇଟିବିପିର ସୁରକ୍ଷାକର୍ମୀମାନେ ବଦ୍ରୀନାଥ ଧାମରେ ଉପସ୍ଥିତ ରହିବେ । ଏଥିସହ ଗୌଚର ହେଲିପେଡ୍‌ରେ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନାଥାଉକି, ରବିବାର ଦିନ ପ୍ରାୟ 9.30ବେଳେ ମୋଦୀ ବଦ୍ରୀନାଥସ୍ଥିତ ସେନା ହେଲିପେଡ୍‌ରେ ପହଞ୍ଚିବେ । ସେଠାରୁ କାର୍‌ ମାଧ୍ୟମରେ ବଦ୍ରୀନାଥ ମନ୍ଦିର ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ । ଗୌଚର ହେଲିପେଡ୍‌ରେ ସୁରକ୍ଷା ଦୃଷ୍ଟିରୁ 180 ପୋଲିସ୍‌ ଯବାନ, 20 ସବ୍‌ ଇନିସପେକ୍ଟର, 7 ଇନିସପେକ୍ଟର , ଜଣେ ପୋଲିସର ସିଓ , ଜଣେ ଇଣ୍ଟେଲିଜନ୍ସର ସିଓ, 2 ଏଡିସନଲ ଏସପି ଓ 2 ଆଇପିଏସ୍‌ ରହିବେ ।

ଏହା ମଧ୍ୟ ପଢନ୍ତୁ: ଶିବଙ୍କ ଶରଣରେ ମୋଦି, ରାତିସାରା ଗୁମ୍ଫାରେ କରିବେ ଧ୍ୟାନ

ଖବର ମୁତାବକ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଦ୍ରୀନାଥଧାମର ଯାତ୍ରା କରିବେ । ଏହା ପୂର୍ବରୁ 2000 ମସିହାରେ ଭାଜପାର ପ୍ରଭାରୀ ଥିବା ସମୟରେ ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବଦ୍ରୀନାଥ ଧାମକୁ ଯାଇଥିଲେ ।

ଫୋନି ସାଇକ୍ଲୋନ  ରେ ନିଆଯାଇଥିବା ପଦକ୍ଷେପ ରାଜ୍ୟ କ୍ୟାବିନେଟ କୁ ଓପଚାରିକ ଭାବେ ଜଣା ଯାଇଥିଲା ।ଯେହେତୁ ପୁରୀ ରେ ଏଯାଏ ବିଜୁଳି ସେବ ଶେଷ ହୋଇନାହିଁ ,ତେଣୁ ମେ ୧୮ରୁ ପ୍ରତି ଘର ପିଛା ୧୦୦୦ ଅଧିକ ଦିଆଯିଵ ।ଅଗ୍ନି ଶମ ଓ ଓଡ୍ରାଫ ରେ ବାତ୍ୟାରେ କାର୍ଯ୍ୟ କରୁଥିବା ଟିମ  ପାଇଁ ୨୪ଲକ୍ଷ ।ପୁରୀ ରେ ପୋଖରୀ ସଫା ପାଇଁ ଫିସରୀ ବିଭାଗ କୁ ୧୫ଲକ୍ଷ ଦିଆଯିବ ।ଫୋନି ରେ ବ୍ୟବହାର ହୋଇଥିବା ଗାଡ଼ି କୁ ମଧ୍ୟ ଭଡା ଦିଆଯିବ ।ରାଜ୍ୟ ବାହାରୁ ୧୦ ହଜାର ଶ୍ରମିକ କାର୍ଯ୍ୟ ରେ ଲାଗିଥିଲା ତାଙ୍କୁ ୧୫୦ ପ୍ରତିଶତ ଦରମା ଦିଆଯିବା ।,ଅଣକୁଶଳୀ -୨୮୦- ରୁ ୪୨୦ ଦିଆଯିବ ,ଅର୍ଧକୁଶଳୀ -୩୭୦-୫୫୫
ଖାଇବା ପାଇଁ ୧୫୦ ଦିଆଯିବ ।

୨ମାସ  ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ

ଓଡ଼ିଶାର ମଧ୍ୟ ୪ହଜାର ଶ୍ରମିକ ମଧ୍ୟ ରିଷ୍ଟୋରେସନ କାର୍ଯ୍ୟ ରେ ଯୋଗଦେଇଥିଲେ ।।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.