ETV Bharat / briefs

ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 4 ହଜାରରୁ ଊର୍ଦ୍ଧ୍ବ

ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ଗତ 24 ଘଣ୍ଟାରେ 4679 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 29, 2021, 10:02 PM IST

ସୁସ୍ଥ ହେଲେ 4 ହଜାରରୁ ଉର୍ଦ୍ଧ୍ବ
ସୁସ୍ଥ ହେଲେ 4 ହଜାରରୁ ଉର୍ଦ୍ଧ୍ବ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ଗତ 24 ଘଣ୍ଟାରେ 4679 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 380400 ରୋଗୀ ସୁସ୍ଥ ହେଲେଣି ।

ଖୋର୍ଦ୍ଧାରୁ 819, ସୁନ୍ଦରଗଡରୁ 673, ନୂଆପଡାରୁ 426, ଝାରସୁଗୁଡାରୁ 303, 229 ବଲାଙ୍ଗିରରୁ, ପୁରୀରୁ 224, ବରଗଡରୁ 194, 182 ସମ୍ବଲପୁରରୁ, କଟକରୁ 170,166 କାଲାହାଣ୍ଡିରୁ, ଗଞ୍ଜାମରୁ 154 ସୁସ୍ଥ ହୋଇଛନ୍ତି । ଏହାସହ ବାଲେଶ୍ବରରୁ 123, ରାୟଗଡାରୁ 104, ମୟୂରଭଞ୍ଜରୁ 77, ନୟାଗଡ଼ରୁ 69, ଯାଜପୁରରୁ 64, ଭଦ୍ରକରୁ 63, କେନ୍ଦ୍ରାପଡାରୁ 58, ସୋନପୁରରୁ 55, 53 କେନ୍ଦୁଝରରୁ, କୋରାପୁଟରୁ 53, ଅନୁଗୁଳରୁ 48, 45 ଜଗତସିଂହପୁରରୁ ଓ ଗଜପତିରୁ 41 ଜଣ ଡିସଚାର୍ଜ ହୋଇଛି ।

ଅନ୍ୟପକ୍ଷେ 36 ଦେବଗଡରୁ, ଢେଙ୍କାନାଳରୁ 33, 18 କନ୍ଧମାଳରୁ, 15 ମାଲକାନଗିରିରୁ, 13 ନବରଙ୍ଗପୁରରୁ, 11 ବୌଦ୍ଧରୁ ଓ ଷ୍ଟେଟ ପୋଲରୁ 160 ଜଣ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.