ETV Bharat / briefs

ବିଶ୍ୱ ମାତୃ ଦିବସରେ ମା' ଙ୍କୁ ସମ୍ମାନ ଦେଲା ମା ଘର ଫାଉଣ୍ଡେସନ - mothers day

ମା ଘର ଫାଉଣ୍ଡେସନ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ବିଶ୍ୱ ମାତୃତ୍ବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲେଶ୍ୱର ଶାଖାର କର୍ମକର୍ତ୍ତା ଚୟନ କରାଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 13, 2019, 12:05 AM IST

ବାଲେଶ୍ବର: ଜିଲ୍ଲାର ଗାନ୍ଧିସ୍ମୃତି ଭବନରେ ମା ଘର ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମାତୃତ୍ବ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷା ଋତୁପୂର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସେବା ମହାପାତ୍ର, ପ୍ରୀତିଛନ୍ଦା ଧଳ, ମଧୁଲିତା ପରିଡା, ସୁପ୍ରଭା ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜରାଶ୍ରମକୁ ବିରୋଧ କରିବା ସହ ପରିବାରରେ ମା'ଙ୍କୁ ନେଇ ରହିଲେ ସବୁ ଖୁସି ମିଳେ ବୋଲି ଅତିଥିମାନେ କହିଥିଲେ । ଆଜି ବିଶ୍ୱ ମାତୃ ଦିବସରେ ସମସ୍ତ ସନ୍ତାନ ମା' ମାନଙ୍କୁ ଅବହେଳା ନକରିବା ପାଇଁ ପ୍ରତିଜ୍ଞା କରିବାକୁ ଆହ୍ବାନ ଦିଆଯାଇଥଲା । ବାଲେଶ୍ୱର ଜିଲ୍ଲାର 10ଜଣ ମା ଓ ପୁଅଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ବାଲେଶ୍ୱର ଶାଖାର କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ସମ୍ପାଦିକା ଭାବେ ଚାନ୍ଦିନୀ ରାଉତଙ୍କ ସମେତ ଅନ୍ୟ ପଦବୀ ଚୟନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଗାନ୍ଧିସ୍ମୃତି ଭବନରେ ଆଜି ମା ଘର ଫାଣ୍ଡେସନ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଗଠନର ରାଜ୍ୟ ଅଧ୍ୟକ୍ଷା ଋତୁପୂର୍ଣ୍ଣା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସେବା ମହାପାତ୍ର, ପ୍ରୀତିଛନ୍ଦା ଧଳ, ମଧୁଲିତା ପରିଡା, ସୁପ୍ରଭା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Body:ଜିଲ୍ଲାର ବିଭିନ୍ନ ବ୍ଲକରୁ ସଂଗଠନର କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ଜରାଶ୍ରମକୁ ବିରୋଧ କରିବା ସହ ପରିବାରରେ ମାଙ୍କୁ ନେଇ ରହିଲେ ସବୁ ଖୁସି ମିଳେ ବୋଲି ଅତିଥିମାନେ କହିଥିଲେ। ଆଜି ବିଶ୍ୱ ମାତୃ ଦିବସରେ ସମସ୍ତ ସନ୍ତାନ ମା ମାନଙ୍କୁ ଅବହେଳା ନ କରିବା ପାଇଁ ପ୍ରତିଜ୍ଞା କରିବା ପାଇଁ ଆହ୍ବାନ ଦିଆଯାଇଥଲା। ବାଲେଶ୍ୱର ଜିଲ୍ଲାର 10ଜଣ ମା ଓ ପୁଅଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Conclusion:ଏହି ଅବସରରେ ବାଲେଶ୍ୱର ଶାଖାର କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ସମ୍ପାଦିକା ଭାବେ ଚାନ୍ଦିନୀ ରାଉତଙ୍କ ସମେତ ଅନ୍ୟ ପଦବୀ ଚୟନ କରାଯାଇଛି।
ବାଇଟ- ଋତୁପୂର୍ଣ୍ଣା ମହାନ୍ତି(ରାଜ୍ୟ ଅଧ୍ୟକ୍ଷା, ମା ଘର ଫାଉଣ୍ଡେସନ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.