ETV Bharat / briefs

ଢେଙ୍କାନାଳରେ ପହଞ୍ଚିଲା ଶହୀଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର - anugul

ଢେଙ୍କାନାଳରେ ପହଞ୍ଚିଲା ଶହୀଦ ଅଜିତ ସାହୁଙ୍କ ପାର୍ଥିବ ଶରୀର । ସହର ବରିଷ୍ଠ ବୁଦ୍ଧିଜୀବୀ ଓ ଜିଲ୍ଲାପାଳ ପାନୀୟ ମିନି ଷ୍ଟାଡିୟମରେ ତାଙ୍କ ପାର୍ଥିବ ଶରୀରର ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଛନ୍ତି । ଏହାପରେ ଜନ୍ମମାଟି ଅଭିମୁଖେ ଅଜିତଙ୍କ ପାର୍ଥିବ ଶରୀର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 20, 2019, 8:41 AM IST

Updated : Jun 20, 2019, 10:32 AM IST

ଅନୁଗୋଳ: ଢେଙ୍କାନାଳରେ ପହଞ୍ଚିଲା ଶହୀଦ ଅଜିତ ସାହୁଙ୍କ ପାର୍ଥିବ ଶରୀର । ଅଜିତ୍ ଅମର ରହେ ଧ୍ବନିରେ କମ୍ପିଉଠୁଛି ସାରା ସହର । ସହରସ୍ଥିତ ମିନି ଷ୍ଟାଡିୟମରେ ଶେଷ ଦର୍ଶନ କଲେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଢେଙ୍କାନାଳ ଜିଲ୍ଲାପାଳଙ୍କ ସମତେ ଅନ୍ୟାନ୍ୟ ସରକାରୀ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହାପରେ ପୈତୃକ ଘର ଢେଙ୍କାନାଳ କାମାକ୍ଷାନଗର ବଡସୁଆଁଳ ଅଭିମୁଖେ ବାହାରିଛି ଅଜିତଙ୍କ ପାର୍ଥିବ ଶରୀର । ଯେଉଁଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପନ୍ନ ହୋଇଛି । ଜମ୍ମୁ-କାଶ୍ମୀର ପୁଲୱାମା ଆଇଡି ବିସ୍ଫୋରଣରେ ଶହୀଦ ହୋଇଥିଲେ ଓଡିଆ ଯବାନ ଅଜିତ ସାହୁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

blank 

Conclusion:
Last Updated : Jun 20, 2019, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.