ETV Bharat / briefs

34 ବର୍ଷ ପରେ କଂଗ୍ରେସ କବଜାରେ ଖରିଆର

ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି ।

author img

By

Published : May 24, 2019, 12:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା

ନୂଆପଡା: ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ସେ
59308 ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ 56451 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା

ଶ୍ରୀ ପାଣିଗ୍ରାହୀ ନିର୍ବାଚନ ବିଜୟର ସମସ୍ତ ଶ୍ରେୟ ଖରିଆରବାସୀଙ୍କୁ ଦେଇଛନ୍ତି । ଖରିଆରବାସୀ ବିକାଶ ଧାରାରେ ସାମିଲ ହେବାକୁ ମୋତେ ଭୋଟ ଦେଇଛନ୍ତି । ସେମାନେ ଏକ ପରିବର୍ତ୍ତନ ଚାହୁଁଥିଲେ ଯାହା ଆଜି ସଫଳ ହୋଇଛି ବୋଲି ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲ୍‌ ବାଗ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.