ETV Bharat / briefs

ସ୍କ୍ରାପ୍ଟ ଚୋରା ରାକେଟ ଠାବ, 3 ଗିରଫ

ଦୀର୍ଘଦିନ ଚୋରାଚାଲାଣରେ ପଡିଲା ଯବନିକା । ଗିରଫ ହେଲେ 3 ଅଭିଯୁକ୍ତ ।

author img

By

Published : May 25, 2019, 7:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା । ଦୀର୍ଘଦିନ ଧରି ଚାଲିଥିବା ଏକ ସ୍କ୍ରାପ୍ଟ ଚୋରା ରାକେଟ ଦଳକୁ କାବୁ କରିଛି ।

ଆଜି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ନାଲଦା ଅଞ୍ଚଳରୁ 3ଜଣ ଅଭିଯୁକ୍ତଙ୍କ ସହ ସ୍କ୍ରାପ୍ଟ ବୋଝେଇ ଟାଟା ଏସି ଗାଡି ଜବତ କରିଛି ବଡ଼ବିଲ ପୋଲିସ । ଗିରଫ ହୋଇଥିବା ତିନିଜଣ ହେଉଛନ୍ତି ମହାନ୍ତି ମୁଣ୍ଡା, ବଂଶୀଧର ପଣ୍ଡାଓ ସୁନୀଲ ପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପୂର୍ବରୁ ସୁନୀଲଙ୍କ ନାଁରେ ବଡ଼ବିଲ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବଡବିଲ ପୋଲିସ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.