ETV Bharat / briefs

ଧୁମଧାମରେ ଶେଷ ରଜ ପାଳୁଛନ୍ତି ଜଗତସିଂହପୁରବାସୀ - celebrate

ଜଗତସିଂହପୁର ଜିଲ୍ଲାରେ 3 ଦିନ ବ୍ୟାପି ରଜ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ପଡିଆରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ଦିନରେ ହଜାର ହଜାର ଲୋକେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 16, 2019, 7:18 PM IST

ଜଗତସିଂହପୁର: ତିନି ଦିନ ଧରି ଚାଲିଥିବା ଓଡିଆଙ୍କ ରଜ ଉତ୍ସବର ଆଜି ଶେଷ ଦିନ । ରଜ ପାନ ଖିଆ ସାଙ୍ଗକୁ ପୋଡ ପିଠା ଆଉ ଦୋଳି ଗୀତରେ କମ୍ପୁଥିଲା ଗାଁ ଠାରୁ ସହର । ହାତରେ ମେହେନ୍ଦୀ, ପାଦରେ ଅଳତା ଆଉ ନୂଆ ପୋଷାକ ପିନ୍ଧି କୁମାରୀମାନେ ରଜ ଦୋଳିର ମଜା ନେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏହି କ୍ରମରେ ଜଗତସିଂହପୁର ଜିଲ୍ଲାରେ ରଜ ଉତ୍ସବ ପାଳନ କରାଯାଇଛି । 3 ଦିନ ବ୍ୟାପୀ ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ପଡିଆରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ଦିନରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏଥିସହିତ ଦୋଳି ଖେଳିବା ସହ ରଜ ପାନ ଓ ପିଠା ପ୍ରତିଯୋଗିତାରେ ଜିଲ୍ଲାର ମହିଳାମାନେ ଭାଗ ନେଇଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ,ଆଜି ଶେଷ ରଜ,ଏହାକୁ ନେଇ ଚଂଳଚଞ୍ଚଳ ଗାଁ ଠୁ ସହର, ରଜ ପାଇଁ ଫୁଣି ଆସନ୍ତା ବର୍ଷ କୁ ଅପେକ୍ଷା। ରଜ ପାନ ଖିଆ ସାଙ୍ଗକୁ ପୋଡ଼ପିଠା ରଜ ଦୋଳି କୁ ଭରପୂର ଉପଭୋଗ କରୁଛନ୍ତି ଲୋକେ।ସଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆଜି ଶେଷ ଦିନ। ଦୃଘ ତିନି ଦିନ ଧରି ଶ୍ରୀକୃଷ୍ଣ ଆକାଦିମୀ ପଡ଼ିଆରେ ଅନୁଷ୍ଟିତ କାର୍ଯ୍ୟକ୍ରମ ର ଶେଷ ଦିନରେ ହାଜର ହଜାର ଲୋକେ ଦୋଳି ଖେଳିବା ସହ ରଜ ପାନଓ ପିଠା ପ୍ରତିଯୋଗିତା ରେ ଭାଗ ନେଇଥିଲେ।ପରେ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

Body:byt ରଶ୍ମିତା ଦାସ
byt ପାନ ଦୋକାନି,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.