ETV Bharat / briefs

ଓଡିଶାକୁ ଯୋଗୀ-ଫଡନଭୀସ ଦେଲେ 20 କୋଟି - CM RELEFE FUND

ଓଡିଶାକୁ ସହଯୋଗର ହାତ ବଢାଇଲେ ୟୁପି ଓ ମହାରାଷ୍ଟ୍ର ସରକାର ।

ଡିଜାଇନ ଫଟୋ
author img

By

Published : May 5, 2019, 5:07 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବା ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଏବେ ପୁନଃ ନିର୍ମାଣ ବଡ ଚ୍ୟାଲେଞ୍ଜ ହୋଇପଡିଛି ।

ସମଗ୍ର କ୍ଷତିଗ୍ରସ୍ତ ଅଞ୍ଚଳର ପୂର୍ବବସ୍ଥା ଫେରାଇ ଆଣିବା ପାଇଁ ଏବେ ରାଜ୍ୟ ସରକାରଙ୍କୁ ପ୍ରଚୁର ଅର୍ଥର ଆବଶ୍ୟକତା ଅଛି । ଆଉ ରାଜ୍ୟର ଏହି ଦୁଃଖଦ ସମୟରେ ସହଯୋଗର ହାତ ବଢାଇଛନ୍ତି ଉତ୍ତର ପ୍ରଦେଶ ସରକାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ 10 କୋଟିର ସହାୟତା ଘୋଷଣା କରିଛନ୍ତି ।

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ଓଡିଶାକୁ 10 କୋଟିର ସହାୟତା ଘୋଷଣା କରିଛନ୍ତି ।

Intro:Body:

fdfgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.