ETV Bharat / briefs

ସିଲଭରସିଟିରେ ଭୟଙ୍କର ଧୂଳିଝଡ - silvercity

ଫନି ପରେ ସିଲଭରସିଟିରେ ତାଣ୍ଡବ ରଚିଲା ଧୂଳିଝଡ । ଶନିବାର ସନ୍ଧ୍ୟାରେ କଟକରେ ଭୟଙ୍କର ଧୂଳିଝଡ ହୋଇଛି ।

ଫାଇଲ ଫଟୋ
author img

By

Published : Jun 15, 2019, 11:49 PM IST

କଟକ: ସିଲଭର ସିଟିରେ ତାଣ୍ଡବ ରଚିଛି କାଳବୈଶାଖୀ । ଶନିବାର ସନ୍ଧ୍ୟାରେ କଟକରେ ଭୟଙ୍କର ଧୂଳିଝଡ ହୋଇଛି । ବାତ୍ୟା ଫନି ସମୟରେ ଥିବା ପବନର ବେଗ ଭଳି 120ରୁ ଅଧିକ ବେଗରେ ପବନ ଗତି ଥିଲା ।

ପବନର ପ୍ରଭାବରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତାୟତ ଠପ୍ ହୋଇଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

କଟକ: ସିଲଭର ସିଟିରେ ତାଣ୍ଡବ ରଚିଛି କାଳବୈଶାଖୀ । ଶନିବାର ସନ୍ଧ୍ୟାରେ କଟକରେ ଭୟଙ୍କର ଧୂଳିଝଡ ହୋଇଛି । ବାତ୍ୟା ଫନି ସମୟରେ ଥିବା ପବନର ବେଗ ଭଳି 120ରୁ ଅଧିକ ବେଗରେ ପବନ ଗତି ଥିଲା ।

ପବନର ପ୍ରଭାବରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତାୟତ ଠପ୍ ହୋଇଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସମସ୍ଥ ଙ୍କୁ ଏକତା ରେ ବାନ୍ଧି ରଖିଛି ରଜ !ରଜ ପାଇଁ ଉତ୍ସବ ମୁଖରିତ ଚନ୍ଦ୍ର ବାହାଳ ଗାଁ Body:ଅନୁଗୋଳ ଜିଲା ଚନ୍ଦ୍ରବହାଲ ଗାଁରେ ଧୁମଧାମରେ ଚାଲିଛି ରଜ ଉତ୍ସବ। ଗାଁର ସମସ୍ଥେ ମିଳିମିଶି ଗାଁ ଦୋଳ ପଡ଼ିଆରେ ପାଳନ କରୁଛନ୍ତି ରଜ ପର୍ବ। ଏହା ସେମାନଙ୍କ ପାଇଁ କେବଳ ରଜ ପର୍ବ ନୁହେଁ ଏକତା, ଭାଇଚାର ଓ ପରମ୍ପରାର ପ୍ରତୀକ। ବାଳିକା ଓ ମହିଳା ମାନେ ଦୋଳି ଖେଳରେ ମସଗୁଲ। ପୁରୁଷ ମନେ ଦଳ ଦଳ ହୋଇ ତାଶ ଖେଳିବାରେ ବ୍ୟସ୍ତ। ମହିଳା ମନେ ମୁଜ଼ୀକ ଚେୟାର, ହୁଳହୁଳି, ଗୀତ ସଂଗୀତରେ ମସଗୁଲ। ଛୋଟ ଛୋଟ ଝିଅ ମାନେ ପୁଚି, ନୃତ୍ୟ, ଝୋଟି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଲାଗି ପଡିଛନ୍ତି। ପଡ଼ିଆରେ ଏଭଳି କାର୍ଯ୍ୟକ୍ରମ ଏକାବେଲେ ଦେଖିବାକୁ ମିଳିଥିଲା ଗାଁ ଦୋଳ ପଡ଼ିଆରେ। ସମସ୍ତ ଗ୍ରାମବାସୀ ଏକାଠି ହୋଇ ବେଶ ମଜା ନେଉଛନ୍ତି । ଆଜି ଦ୍ୱିତୀୟ ରଜ ତଥା ରଜ ସଂକ୍ରାନ୍ତି ଥିବାରୁ ଗାଁ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.