ETV Bharat / briefs

ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗର ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି

ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 40ଡିଗ୍ରୀରୁ ଊର୍ଦ୍ଧ୍ବ ରହିଛି । ଏପଟେ ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ହିଟ ୱେଭ ୱାର୍ଣ୍ଣିଂ ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 25, 2019, 8:59 PM IST

ଭୁବନେଶ୍ବର: ଜାରି ହେଲା ହିଟ ୱେଭ ୱାର୍ଣ୍ଣିଂ ।ଶନିବାର ଠାରୁ ରାଜ୍ୟରେ ହେବ ଅସହ୍ୟ ତାତି, ଏଭଳି ପୂର୍ବାନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ । ଆଜିଠାରୁ ଆସନ୍ତା 28 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ: ଉଗ୍ରବାଦୀଙ୍କ ଆକ୍ରମଣରେ 2 ଯବାନ ଶହୀଦ

ଗତକାଲି(ଶୁକ୍ରବାର)ର ରେକର୍ଡ ଅନୁସାରେ ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 40ଡିଗ୍ରୀରୁ ଊର୍ଦ୍ଧ୍ବ ରହିଥିଲା । ତେବେ ଟିଟିଲାଗଡରେ ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ଅନେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଜାରି ହେଲା ହିଟ ୱେଭ ୱର୍ନିଙ୍ଗ।

ଆଜି ଠାରୁ ରାଜ୍ୟ ରେ ହେବ ଅସହ୍ୟ ତାତି, ଏଭଳି ପୂର୍ବା ଅନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ ।  ମେ 25 ରୁ ମେ 28 ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ  ପ୍ରବଳ ଖରା ଅନୁଭୂତ ହେବାର ରହିଛି ବୋଲି ପାଣିପାଗ ବିଭାଗ ର ମୁଖ୍ୟ ସୂଚନା ଦେଇଛନ୍ତି। ଏହା ସହ ଗତ କାଲି ର ରେକର୍ଡ ଅନୁଯାୟୀ ରାଜ୍ୟ ର 11 ଟି ଜିଲ୍ଲାରେ ତାପମାତ୍ରା 40 ଉପରେ ରେକର୍ଡ କରାଯାଇ ଥିବା ବେଳେ ଟିଟିଲାଗଡ଼ ରେ ସର୍ବାଧିକ 44.2ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଠିକ ସେଭଳି ଉପକୂଳର୍ବୀ ଜିଲ୍ଲା ମାନଙ୍କ ରେ କିଛି କିଛି ସ୍ଥାନ ରେ ବର୍ଷା ସହ ଘଡଘଡି ର ବି ସମ୍ଭାବନା ରହିଛି।

ବାଇଟ ହାବିହୁର ବିଶ୍ୱାସ
ନିର୍ଦେଶକ ପଣିପାଗ ବିଭାଗ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.