ETV Bharat / briefs

ଆଜମ ଖାନଙ୍କୁ ଗିରିରାଜ ସିଂହଙ୍କ ଧମକ - ajam khan

ଆଜମ ଖାନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି ଗିରିରାଜ ସିଂହ ।

ଫାଇଲ ଫଟୋ
author img

By

Published : Apr 13, 2019, 5:20 PM IST

ନୂଆଦିଲ୍ଲୀ: ବଜରଙ୍ଗବଲୀଙ୍କ ନାଁରେ ଚାଲିଛି ରାଜନୀତି । ବିଗତ ବର୍ଷ 5 ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବଜରଙ୍ଗବଲୀ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ନେତାଙ୍କ ପ୍ରତ୍ୟେକଟି ଭାଷଣରେ ଥିଲା ବଜରଙ୍ଗବଲୀଙ୍କ ନାମ । ତେବେ ବର୍ତ୍ତମାନ ଲୋକସଭା ନିର୍ବାଚନରେ ମଧ୍ୟ ଏହି ନେତାମାନେ ବଜରଙ୍ଗବଲୀଙ୍କ ଏଣ୍ଟ୍ରି କରିବାକୁ ପଛାଇ ନାହାନ୍ତି । ତାଙ୍କ ପାଇଁ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ଏବଂ ସପା ନେତା ଅଜମ ଖାନ ।

  • आज़म खान ने पहले प्रधानमंत्री मोदी जी को गाली दिया अब हमारे भगवान को गाली दे रहा ...आज़म खान ,बेगूसराय का चुनाव खत्म होने के बाद रामपुर आके हम बताएंगे कि बजरंगबली क्या हैं।@ANI @ZeeNewsHindi @aajtak @abpnewstv @indiatvnews @republic @TimesNow pic.twitter.com/d4JONljLlp

    — Chowkidar Shandilya Giriraj Singh (@girirajsinghbjp) April 13, 2019 " class="align-text-top noRightClick twitterSection" data=" ">

ଆଜମ ଖାନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି ଗିରିରାଜ ସିଂହ । ସେ ଟ୍ବିଟ୍‌ କରି କହିଛନ୍ତି, 'ଆଜମ ଖାନ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି ଦେଇଥିଲେ ଆଉ ଏବେ ଆମ ଭଗବାନଙ୍କୁ । ବେଗୁସରାୟ ନିର୍ବାଚନ ସରିବା ପରେ ରାମପୁର ଆସି ଦେଖାଇଦବୁ ବଜରଙ୍ଗବଲୀ କିଏ ।'

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଜରଙ୍ଗବଲୀ ବୟାନକୁ ନେଇ ସପା ନେତା ଆଜମ ଖାନ ଏକ ଜନସଭାରେ କହିଥିଲେ, ଅଲ୍ଲୀ ବି ଆମର ଏବଂ ବଜରଙ୍ଗବଲୀ ବି ଆମର । ତେଣୁ ଆମେ କହିବୁ ବଜରଙ୍ଗ-ଅଲ୍ଲୀ, ଦୁଷ୍ଟଙ୍କ ନିଅ ବଳୀ ।

ସ୍ଲଗ - ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଲେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଏସସି ଏସଟି ସେଲର ସମସ୍ତ କର୍ମକର୍ତ୍ତା 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୧୧-୦୪-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂର ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଲେ ଏବେ କଂଗ୍ରେସ ଦଲକୁ ପୁଣି ଏକ ଝଟକା ଲାଗିଛି । ବଲାଗିଂର ଏସସି ଏସଟି ସେଲର ସବୁ କର୍ମକର୍ତ୍ତା କଂଗ୍ରେସ ଦଲରୁ ସମୁହ ଇସ୍ତଫା ଦେଇଛନ୍ତି । ଯେଉଁଥିରେ କଂଗ୍ରେସ ଏସସି ଏସଟି ସେଲର ସଭାପତି ତ୍ରୀଲୋଚନ ନନ୍ଦ, ଅନ୍ୟ କର୍ମକର୍ତ୍ତା ବୃନ୍ଦ ଯୁଗଲାଲ ନନ୍ଦ, ଶଙ୍କର ନନ୍ଦ, ନରହରି ନନ୍ଦ, ଶୈ÷ଲେନ୍ଦ୍ର ବାଘ,ଆନନ୍ଦ ବାରିକ, ବୃନ୍ଦାବନ ତାଣ୍ଡି ଓ ଇନ୍ଦ୍ରବତି ବାରିକ ପ୍ରମୁଖ କଂଗ୍ରେସ ଦଲରୁ ବିଧି ବଦ୍ଧ ଭାବରେ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସ ଦଳର ଏହି ବିଭାଗ ଆଦିବାସୀ ଓ ଦଲିତ ନିସ୍ପେଷିତଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରତିଶୃତି ବଦ୍ଧ ଥିବା ବେଲେ ଅନୁସୁଚିତ ଜାତି ପାଇଁ ସଂରକ୍ଷଣ ଆସନରେ ସୁଯୋଗ ନଦେବାକୁ ଏମାନେ ଏହାର କାରଣ ଦର୍ଶାଇ ଏହି ଇସ୍ତଫା ଦେଇଥିବାର କହିଛନ୍ତି । ଏଥିରେ ଲୋଇସିଂହା ନିର୍ବାଚନ ମଣ୍ଡଲିରେ ୨୦ପ୍ରତିଷତ ଅସ୍ପୃଷ୍ୟ ଦଲିତ ଥିବା ବେଲେ ଏଠି ତାଙ୍କୁ ସୁଯୋଗ ନଦେବାକୁ ଏମାନେ ବିରୋଧ କରିଛନ୍ତି । ଏବଂ କଂଗ୍ରେସ ନିୟମ ବିରୁଦ୍ଧ କାମ କରି ଏକ ଉପ ଜାତି କେଉଁଟର ଜଣେ ବ୍ୟକ୍ତିଙ୍କୁ ପାର୍ଥୀ କରିବା ନିହାତି ଦୁଖଃଦ ବିଷୟ ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏବଂ ସମସ୍ତେ ନିଜର ଇସ୍ତଫା ପତ୍ର କଂଗ୍ରେସର ହାଇକମାଣ୍ଡ ପାଖକୁ ତଥା ରାଜ୍ୟ ସଭାପତିଙ୍କୁ ପଠାଇଥିବାର କହିଛନ୍ତି ।
ବାଇଟ- ତ୍ରୀଲୋଚନ ନନ୍ଦ- ଇସ୍ତଫା ଦେଇଥିବା କଂଗ୍ରେସ ଏସସି ଏସଟି ସେଲ ସଭାପତି 
VISUAL BYTE BY MOJO

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.