ETV Bharat / briefs

ରିଲିଫ ସାମଗ୍ରୀ ନେଇ ପୁରୀ ଅଭିମୁଖେ ବାହାରିଲେ ବାରିପଦା ଓକିଲ ସଂଘ - baripada

ରାଜ୍ୟ ଭିତରୁ ଓ ବାହାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଥିବାବେଳେ ବାରିପଦା ଓକିଲ ସଂଘର କର୍ମକର୍ତ୍ତାମାନେ ରିଲିଫ୍‌ ସାମଗ୍ରୀର ବଣ୍ଟନର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 12, 2019, 1:18 PM IST

ମୟୂରଭଞ୍ଜ: ବାତ୍ୟା 'ଫନି' ମାଡରେ ଛାରଖାର ହୋଇ ପଡିଛି ଓଡିଶା । ତେବେ ପୁଣି ଓଡିଶାର ଅଣ୍ଟା ସଳଖିବା ପାଇଁ ବିଭିନ୍ନ ମହଲରୁ ସହାୟତାର ହାତ ବଢେଇଛନ୍ତି ବିଭିନ୍ନ ଶିଳ୍ପପତି, ମନ୍ତ୍ରୀ ଠାରୁ ଆରମ୍ଭ କରି ସାଧାରଣ ଲୋକେ । ତେବେ ବାରିପଦା ଓକିଲ ସଂଘ ବି ନିଜ ସ୍ତରରେ ବାତ୍ୟା ବିପନ୍ନ ବାସିନ୍ଦାକୁ ସାହାଯ୍ୟ ନିମନ୍ତେ ଏକ ପଦକ୍ଷେପ ନେଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ

ଖବରମୁତାବକ, ବାରିପଦା ଓକିଲ ସଂଘର କର୍ମକର୍ତ୍ତାମାନେ ପୁରୀର ବାତ୍ୟା ପୀଡିତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଭଳି ଅତି ଆବଶ୍ୟକୀୟ ସାମଗ୍ରୀ ଗୁଡିକୁ ନେଇ ପୁରୀରେ ବାଣ୍ଟିବାକୁ ବାହାରିଛନ୍ତି । ଏଥିସହ ପାନୀୟଜଳ ମଧ୍ୟ ପଠେଇବାର ବ୍ୟବସ୍ଥା ହୋଇଛି ।

ସେମାନେ କହିଛନ୍ତି ଯେ, ଏପରି ସମୟରେ ସମାଜ ପ୍ରତି ଓ ଓଡିଆବାସୀଙ୍କ ପାଇଁ ଆମମାନଙ୍କର ନୈତିକ କର୍ତ୍ତବ୍ୟ ରହିଛି । ତାକୁ ଦୃଷ୍ଟିରେ ରଖି ଓକିଲ ସଂଘର ଉପସଭାପତି ସୁଜାତା ମିଶ୍ରଙ୍କ ନେତୃତ୍ବରେ ଏହି ରିଲିଫ୍‌ ସାମଗ୍ରୀର ବଣ୍ଟନର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-FONI RELIEF
AVB-MRUTYUNJAY SENAPATI,MAYURBHANJ
DATE-12.05.2019
ANCHOR- ଫୋନି ବାତ୍ୟା ରେ କ୍ଷୟକ୍ଷତି ପାଇଁ ଓଡିଶା ର ବିଭିନ୍ନ ଶିଳ୍ପପତି ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ସହାୟତା ର ହାତ ବଢେଇଥିବା ବେଳେ ବାରିପଦା ଓକିଲ  ସଂଘ ବି ବାଦ ପଡିନି । ମହାବାତ୍ୟା ଫନି ର ଭୟଙ୍କର ତାଣ୍ଡବ ରେ ଥରହର ହୋଇଯାଇଥିବା ଉପକୂଳ ଓଡ଼ିଶା।  ବାରିପଦା ଓକିଲ ସଂଘ ର କର୍ମକର୍ତ୍ତା ମାନେ ପୁରୀ ର ବାତ୍ୟା ପୀଡିତ ଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଭଳି ସାମଗ୍ରୀ ଗୁଡିକୁ ନେଇ ପୁରୀରେ ବାଣ୍ଟି ବାକୁ ବାହାରିଛନ୍ତି।ଗୋଟିଏ ପଟେ ରାଜ୍ୟ ଭିତରୁ ଓ ବାହାରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ର ସୁଅ ଛୁଟୁଥିବା ବେଳେ, ବାରିପଦା ଓକିଲ ସଂଘ ଓ ସଚେତନ ନାଗରିକ ମାନଙ୍କ ଏଭଳି ପ୍ରଚେଷ୍ଟା କୁ ଭୂରି ଭୂରି ପ୍ରଶଂସା କରାଯାଉଛ।
ବାଇଟ-ସ୍ୱରୁପ କୁମାର ମିଶ୍ର-ଯୁଗ୍ମ ସମ୍ପାଦକ-ଓକିଲ ସଂଘ-ବାରିପଦା

Visual byte MOJO
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.