ETV Bharat / briefs

କେନ୍ଦୁଝରରେ ପୁଣି ୫ କୋରୋନା ପଜେଟିଭ ଚିହ୍ନଟ - ପ୍ରବାସୀ

କେନ୍ଦୁଝର ଜିଲ୍ଲାରେ ଆଜି(ଶନିବାର) ଆଉ ୫ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ହରିୟାଣା ଏବଂ ତେଲେଙ୍ଗାନା, ତାମିଲନାଡୁ ଓ ଦିଲ୍ଲୀରୁ ଜଣେ ଜଣେ ବୋଲି ଜଣା ପଡ଼ିଛି । ଅଧିକ ପଢନ୍ତୁ...

 କେନ୍ଦୁଝରରେ ପୁଣି ୫ କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ ୧୫୭ କୁ ବୃଦ୍ଧି

author img

By

Published : Jul 4, 2020, 1:02 PM IST

କେନ୍ଦୁଝର: ପ୍ରବାସୀଙ୍କ ଫେରିବା ପରେ ଏବେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଚିନ୍ତାରେ ସରକାର । ଏପଟେ କେନ୍ଦୁଝର ଜିଲ୍ଲାରେ ଆଜି(ଶନିବାର) ଆଉ ୫ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ହରିୟାଣା ଏବଂ ତେଲେଙ୍ଗାନା, ତାମିଲନାଡୁ ଓ ଦିଲ୍ଲୀ ରୁ ଜଣେ ଜଣେ ବୋଲି ଜଣାପଡ଼ିଛି । ଏମାନେ ନିଜ କାର୍ଯ୍ୟ ସ୍ଥଳରୁ ଫେରି ଟିଏମସିରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛି ।

ଅଧିକ ଚିକିତ୍ସା ପାଇଁ ଏବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲକୁ ପଠେଇ ଦିଆଯାଇଛି । ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ମୋଟ ୧୫୭ରେ ପହଁଚିଛି । ଏଥିମଧ୍ୟରୁ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୧ ଜଣ ସକ୍ରିୟ ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.