ETV Bharat / briefs

ଲଙ୍କାପୋଡି ଯାତ୍ରାରେ କମ୍ପୁଛି ଦଶପଲ୍ଲା

ମହାବୀର କ୍ଷେତ୍ର ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । 35 ଫୁଟ ଉଚ୍ଚ କାଠରେ ନିର୍ମିତ ରାବଣ ଓ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

author img

By

Published : Apr 14, 2019, 4:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ଆରମ୍ଭ ହେଲା ମହାବୀର କ୍ଷେତ୍ର ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । ଏନେଇ ସାରା ଦଶପଲ୍ଲା ଅଞ୍ଚଳ ଉତ୍ସବମୁଖର । ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । କଳାକାରମାନେ ବ୍ରତ ଧାରଣ କରି ଅରୁଆ ଖାଇ ମାସ ସାରା ଅଭିନୟ ଅଭ୍ୟାସ କରିଥାନ୍ତି । ଶେଷରେ ପବିତ୍ର ରାମ ନବମୀରେ ମୁକ୍ତାକାଶର ରଙ୍ଗମଞ୍ଚରେ ଅଭିନୟ କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
35 ଫୁଟ ଉଚ୍ଚ କାଠରେ ନିର୍ମିତ ରାବଣ ଓ ପୁଷ୍ପକ ବିମାନ ଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିସହିତ ଲଙ୍କାପୋଡି ଦିନ ବାଣ ଫୁଟା କାର୍ଯ୍ୟକ୍ରମ ମାହୋଲକୁ ଅଧିକ ଉଲ୍ଲାସିତ କରିଥାଏ । ମାତ୍ର ଗୋଟିଏ ଖୋଳ ଓ ଦୁଇ ହଳ ଗିନି ମାଧ୍ୟମରେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ହୋଇଥାଏ । ଯାହାକୁ ଦେଖିବାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶକ ଏଠାକୁ ଆସିଥାନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

gfgffg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.