ETV Bharat / briefs

ଦୁବାଇ ହସ୍ପିଟାଲରେ ଭର୍ତ୍ତି ହେଲେ ପରଭେଜ ମୁଶାରଫ - ହସ୍ପିଟାଲରେ ଭର୍ତ୍ତି ପରଭେଜ ମୁଶାରଫ

ହସ୍ପିଟାଲରେ ଭର୍ତ୍ତି ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଉଚ୍ଚରକ୍ତଚାପ ଏବଂ ହୃଦରୋଗ ଯୋଗୁଁ ବିଗିଡି ଯାଇଛି ତାଙ୍କର ସ୍ବାସ୍ଥ୍ୟାବସ୍ଥା । ଆଗକୁ ପଢନ୍ତୁ...

mushraf,pak
ଡିଜାଇନ ଫଟୋ
author img

By

Published : Dec 3, 2019, 9:32 AM IST

ଇସଲାମାବାଦ: ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ହେବ ସେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ବର୍ତ୍ତମାନ ଉଚ୍ଚରକ୍ତଚାପ ଏବଂ ହୃଦରୋଗ ଯୋଗୁଁ ବିଗିଡି ଯାଇଛି ତାଙ୍କର ସ୍ବାସ୍ଥ୍ୟବସ୍ଥା । ତେଣୁ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କାରଯାଇ ଚିକିତ୍ସା ଚାଲିଛି ।

କିଛି ମାସ ତଳେ ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ -ମହମ୍ମଦ ଭିତରେ ମଧୁଚନ୍ଦ୍ରିକା ରହିଥିବା କଥାକହି ସେ ଚର୍ଚ୍ଚାକୁ ଆସିଥିଲେ । ଅନ୍ଦର ମହଲରେ କଣ ସବୁ ଚାଲିଛି ସେ ସବୁ କଳା ସତକୁ ସାମନାକୁ ଆଣିଥିଲେ ମୁଶାରଫ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ସହ ନିଜ ବାର୍ତ୍ତାଳାପରେ ପାକିସ୍ତାନ ବିରୁଦ୍ଧରେ ଦେଇଥିଲେ ଏହି ବିବାଦୀୟ ବୟାନ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.