ETV Bharat / briefs

ଆରପାରିରେ ଏଭରେଡିର ଚ୍ୟାୟରମ୍ୟାନ ବ୍ରିଜ ମୋହନ ଖେତାନ - brij mohan khetan

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ଏଭରରେଡି କମ୍ପାନୀର ଚ୍ୟାୟାରମ୍ୟାନଙ୍କ ନିଧନ। ଟ୍ବିଟ କରି ଦୁଃଖ ପ୍ରକାଶ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ।

ଡିଜାଇନ ଫଟୋ
author img

By

Published : Jun 1, 2019, 9:14 PM IST

ହାଇଦ୍ରାବାଦ: ଦେଶର ନାମୀ ଉଦ୍ୟୋଗପତି ତଥା ବ୍ୟାଟେରୀ ତିଆରି କରୁଥିବା କମ୍ପାନୀ ଏଭରରେଡିର ଚ୍ୟାୟରମ୍ୟାନ ବ୍ରଜ ମୋହନ ଖେତାନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।

ଏଭରେଡି ସହ ଖେତାନ ଚା କମ୍ପାନୀ ସହ ମଧ୍ୟ ଜଡିତ ଥିଲେ । ସେ ବିଶ୍ବନାଥ ଟିର ଏମ୍‌ଡି ଭାବେ କାର୍ଯ୍ୟରତ ଥିଲେ । ଏହା ବ୍ୟତୀତ 1973ରେ ଇଣ୍ଡିଆନ ଚ୍ୟାମ୍ପର୍ସ ଅଫ୍‌ କମର୍ସର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ତେବେ ବ୍ରଜ ମୋହନ ଖେତାନଙ୍କ ନିଧନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଶୋକ ପ୍ରକଟ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ଉଦ୍ୟୋଗପତି ବିଏମ ଖେତାନ ଜୀଙ୍କ ମୃତ୍ୟୁରେ ଦୁଃଖିତ । ସେ ବଙ୍ଗଳାର ବ୍ୟବସାୟିକଙ୍କ ମଧ୍ୟରେ ଜଣେ ବରିଷ୍ଠ ବ୍ୟବସାୟୀ ଥିଲେ । ଏହି ଦୁଃଖର ସମୟରେ ତାଙ୍କର ଆତ୍ମୀୟଙ୍କୁ ସମବେଦନା ଜଣାଇଛନ୍ତି।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.