ETV Bharat / briefs

ଲୋକକଳାରେ ଝଲସିଲା ବଲାଙ୍ଗୀର

ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉଲ ହଲ ଠାରେ ଆୟୋଜିତ ଏହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 15, 2019, 10:35 PM IST

ବଲାଙ୍ଗୀର: ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ଜୁନ 14 ତାରିଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକକଳା ଦିବସ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉଲ ହଲ ଠାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଲୋକକଳା ସଙ୍ଗଠନ ସାମିଲ ହୋଇଥିଲେ । ଢାପ ନୃତ୍ୟ, ଘୁବୁକୁଡୁ ଭଳି ଅନେକ ଲୋକନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଲୋକକଳାକୁ ଉଜ୍ଜୀବିତ ରଖିବାକୁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଦ୍ବାରା କଳାକାର ବେଶ ଉପକୃତ ହୋଇଛନ୍ତି । ଆୟୋଜିତ ଲୋକକଳା ଉତ୍ସବରେ ଲୋକକଳାକୁ ଲୋକଲୋଚନକୁ ଆଣିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରେ ପାଳିତ ହୋଇ ଯାଇଛି ଲୋକ କଲା ଉତ୍ସବ । ସ୍ଥାନୀୟ ଲୋକ କଳାକୁ ପର୍ତ୍ସହନ ଦେବ ସକାଶେ ଏହା ରାଜ୍ୟ ସରକାରଙ୍କ ଏକ ନିୟାର ପଦକ୍ଷେପ ହୋଇଥିବା ବେଳେ କଲା ଓ କଳାକାର ବେଶ ଉପକୃତ ହୋଇଛନ୍ତି। ଏହା ସାଙ୍ଗକୁ ସାଧାରଣ ଲୋକ ମଧ୍ୟ ଏହାକୁ ବେଶ ଉପଭୋଗ କରିଛନ୍ତି ।

Body:ବଲାଂଗୀର ରେ ପାଳିତ ହୋଇ ଯାଇଛି ଲୋକ କଲା ଉତ୍ସବ । ସ୍ଥାନୀୟ ଲୋକ କଳାକୁ ପର୍ତ୍ସହନ ଦେବ ସକାଶେ ଏହା ରାଜ୍ୟ ସରକାରଙ୍କ ଏକ ନିୟାର ପଦକ୍ଷେପ ହୋଇଥିବା ବେଳେ କଲା ଓ କଳାକାର ବେଶ ଉପକୃତ ହୋଇଛନ୍ତି। ବଲାଂଗୀର ର ସ୍ଥାନୀୟ ଟାଉନ ହଲ ଠାରେ ଏହି ଉତ୍ସବ ପାଳିତ ହୋଇଥିବା ବେଳେ ଏଥିରେ ବଲାଂଗୀର ର ବିଭିନ୍ନ ଲୋକ କଲା ସଂଗଠନ ମାନେ ସାମିଲ ହୋଇଥିଲେ । ଏବଂ ଏଠି ଢାପ ନୃତ୍ୟ, ଘୁବୁକୁଡୁ ଭଳି ଅନେକ ଲୋକ ନୃତ୍ୟ ପରି ବେଶଣ୍ଣ କରି ଦର୍ଶକଙ୍କ ମନ ଜିଣି ନେଇଥିଲେ। ତେବେ ଏହି ଲୋକ କଲା ଉତ୍ସବ ଏଠିକାର ଲୋକ କଳାକୁ ଲୋକ ଲୋଚନ ଆଣି ଥିବା ବେଳେ ଉତ୍କୃଷ୍ଟ କଳାକୁ ଏଠି ସମ୍ମାନିତ କରାଯାଇଥିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.