ETV Bharat / briefs

ବୌଦ୍ଧରେ ସରିଲା ସ୍କୃଟିନି, ନିର୍ବାଚନର ପୂର୍ବ ପ୍ରସ୍ତୁତି ଆରମ୍ଭ - boudh scootiny ending

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତା ଅପ୍ରେଲ ୧୮ ତାରିଖ ନିର୍ବାଚନ ନିମନ୍ତେ ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛି । ଗୁରୁବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିନ ଥିବାରୁ କେବଳ ବୌଦ୍ଧ ଆସନରୁ ଜଣେ ମାତ୍ର ପ୍ରାର୍ଥୀ ତାଙ୍କ ନୋମିନେସନ ପ୍ରତ୍ୟାହାର କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 31, 2019, 12:06 AM IST

ବୌଦ୍ଧ: ସରିଲା ନାମାଙ୍କନ, ସ୍କୃଟିନି ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ପରେ ଚଳଚଞ୍ଚଳ ରାଜନୈତିକ ଶିବିର । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତା ଅପ୍ରେଲ ୧୮ ତାରିଖ ନିର୍ବାଚନ ନିମନ୍ତେ ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛି । ଗୁରୁବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିନ ଥିବାରୁ କେବଳ ବୌଦ୍ଧ ଆସନରୁ ଜଣେ ମାତ୍ର ପ୍ରାର୍ଥୀ ତାଙ୍କ ନୋମିନେସନ ପ୍ରତ୍ୟାହାର କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନ ନିମନ୍ତେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରଶାସନ ପକ୍ଷରୁ ୭ରେ ପ୍ରକାଶିତ ହୋଇଛି । ଏହି କ୍ରମରେ କଣ୍ଟାମାଳରୁ 6ଜଣ ଓ ବୌଦ୍ଧରୁ 6ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଉଭୟ ନିର୍ବାଚନ ମଣ୍ଡଳୀରେ କିଭଳି ସ୍ବଚ୍ଛ, ଅବାଧ, ସୁରକ୍ଷିତ ଓ ସର୍ବାଧିକ ମତଦାନ ହୋଇପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରିଛି ।

ଗୁରୁବାର ପ୍ରଶାସନ ପକ୍ଷରୁ ତିନି ବ୍ଲକ ନିମନ୍ତେ ତିନୋଟି ମତଦାନ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଛନ୍ତି । ଇଭିଏମ ରହିଥିବା ପଞ୍ଚାୟତ ମହାବିଦ୍ୟାଳୟ ଅଞ୍ଚଳକୁ ମଧ୍ୟ ୨୪ ଘଣ୍ଟିଆ ସୁରକ୍ଷା ଭିତରେ ରଖାଯାଇଛି । ଜିଲ୍ଲାର ୮୫ କଣ୍ଟାମାଳ ନିମନ୍ତେ ଆସିଥିବା ଅବଜର୍ଭର ଏମଜେ ଠାକର ଓ ୮୬ ବୌଦ୍ଧ ନିମନ୍ତେ ଆସିଥିବା ଅବଜର୍ଭର ପ୍ରଶାସନ ସହାୟତାରେ ବିଭିନ୍ନ ବିଷୟରେ ତଦାରଖ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସରିଲା ନାମାଙ୍କନ, ସ୍କୁଟିନି ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ସମୟ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ପରେ ଚଳଚଞ୍ଚଳ ରାଜନୈତିକ ଶିବିର । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆସନ୍ତା ଅପ୍ରେଲ୧୮ ତାରିଖ ନିର୍ବାଚନ ନିମନ୍ତେ ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛି । ଗୁରୁବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିନ ଥିବାରୁ କେବଳ ବୌଦ୍ଧ ଆସନରୁ ଜଣେ ମାତ୍ର ପ୍ରାର୍ଥୀ ତାଙ୍କ ନୋମିନେସନ ପ୍ରତ୍ୟାହାର କରିଛନ୍ତି ।

Body:ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆଶନ ନିମନ୍ତେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରଶାସନ ପକ୍ଷରୁ ୭ଏ ରେ ପ୍ରକାଶିତ ହୋଇଛି । ଏହି କ୍ରମରେ କଣ୍ଟାମାଳ ରୁ ଛ ଜଣ ଓ ବୌଦ୍ଧ ରୁ ଛ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଉଭୟ ନିର୍ବାଚନ ମଣ୍ଡଳୀ ରେ କିଭଳି ସ୍ବଚ୍ଛ,ଅବାଧ,ସୁରକ୍ଷିତ ଓ ସର୍ବାଧିକ ମତଦାନ ହୋଇ ପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରିଛି । ଗୁରୁବାର ପ୍ରଶାସନ ପକ୍ଷରୁ ତିନି ବ୍ଲକ ନିମନ୍ତେ ତିନୋଟି ମତଦାନ ସଚେତନତା ଅଭିଯାନ ରଥ ର ଶୁଭାରମ୍ଭ କରିଛନ୍ତି । ଇଭିଏମ ରହିଥିବା ପଞ୍ଚାୟତ ମହାବିଦ୍ୟାଳୟ ଅଞ୍ଚଳକୁ ମଧ୍ୟ ୨୪ ଘଣ୍ଟିଆ ସୁରକ୍ଷା ଭିତରେ ରଖାଯାଇଛି । ଜିଲ୍ଲାର୮୫ କଣ୍ଟାମାଳ ନିମନ୍ତେ ଆସିଥିବା ଓବଜରଭର ଏମ ଜେ ଠାକର ଓ ୮୬ ବୌଦ୍ଧ ନିମନ୍ତେ ଆସିଥିବା ଓବଜରଭର ସ୍ବରୂପ ପି ପ୍ରଶାସନ ସହାୟତା ରେ ବିଭିନ୍ନ ବିଷୟରେ ତଦାରଖ କରିଛନ୍ତି ।

Conclusion:ବାଇଟ-୧-ଏନ ସି ଜ୍ୟୋତି ରଂଜନ ନାଏକ, ଉପ ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.