ETV Bharat / briefs

ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ - SAMAJWADI PARTY

ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ବାସର ପ୍ରତିଫଳନ, ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆୟୋଜନ କଲେ କେନ୍ଦ୍ର ସରକାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 16, 2019, 11:46 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଫଳ ଆସିବାର ପ୍ରାୟ ଏକମାସ ପରେ ଆସନ୍ତା କାଲି ସଂସଦର ଅଧିବେଶନ ଆରମ୍ଭ ହେବ ।

ଆସନ୍ତା କାଲି ଓ ମଙ୍ଗଳବାର ଦିନ ସମସ୍ତ ନବନିର୍ବାଚିତ ସାଂସଦମାନଙ୍କୁ ସଂସଦରେ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏହାସହ 19ତାରିଖରେ ବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ 20ତାରିଖରୁ ବିଧିବଦ୍ଧ ଭାବେ ସଂସଦର କାର୍ଯ୍ୟ ଦିବସ ଆରମ୍ଭ ହେବ । ତେବେ ମୋଦିଙ୍କ ନେତୃତ୍ବରେ ଭାଜପା ଦ୍ବିତୀୟ ଥର କ୍ଷମତାକୁ ଆସିଥିବାରୁ ଚଳିତ ପାଳିରେ ସରକାରଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଅଛି । କାରଣ ଜନତା ବିପୁଳ ସମର୍ଥନ ଦେଇ ନିର୍ବାଚିତ କରିଥିବାରୁ ସରକାରଙ୍କ ଦାୟିତ୍ବ ବଢିଯାଇଛି ।

ସେଥିପାଇଁ ସରକାର ସମସ୍ତଙ୍କ ବିଶ୍ବାସ ଜିତିବାକୁ ପ୍ରୟାସ କରୁଛନ୍ତି । ଯେଉଁଥିପାଇଁ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାର ସର୍ବଦଳୀୟ ବୈଠକର ଆୟୋଜନ କରିଛନ୍ତି । ବର୍ତ୍ତମାନ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି ।

Intro:Body:

fafa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.