ETV Bharat / briefs

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ଜଣେ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ । ଘଟଣାଟି ନୟାଗଡର ନୂଆଗାଁ ଥାନା ସୋରଡା ଗ୍ରାମରେ ଘଟିଛି । ବୋମାମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Jun 8, 2019, 4:49 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ନୂଆଗାଁ ଥାନା ସୋରଡା ଗ୍ରାମରେ ବୋମା ମାଡ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ ଗଣେଶ ନାୟକ । ଚିକିତ୍ସା ପାଇଁ ତାଙ୍କୁ ନୟାଗଡ ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନାଯୋଗ୍ୟ, ଗଣେଶ ଦୋକାନ ବନ୍ଦ କରୁଥିବାବେଳେ 3 ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ବୋମା ମାଡ କରି ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.