ETV Bharat / briefs

ବିଦାୟୀ ବାଚସ୍ପତିଙ୍କୁ ସାକ୍ଷାତ କଲେ ବାଚସ୍ପତି ପ୍ରାର୍ଥୀ - PM MODI

ବିଦାୟୀ ବାଚସ୍ପତିଙ୍କ ଆର୍ଶୀବାଦ ନେଲେ ସପ୍ତଦଶ ଲୋକସଭାର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲା, ଓମ୍ ଙ୍କୁ ପ୍ରଶସାଂରେ ପୋତିଲେ ତାଇ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 18, 2019, 5:29 PM IST

ନୂଆଦିଲ୍ଲୀ: ଗତକାଲି ବିଜେପିର ସଂସଦୀୟ ବୋର୍ଡରେ ରାଜସ୍ଥାନରରୁ ଦ୍ବିତୀୟ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିବା ସାଂସଦ ଓମ ବିର୍ଲାଙ୍କ ନାମ ଉପରେ ମୋହର ମାରିବା ପରେ ଆଜି ସାଂସଦ ଓମ ବିର୍ଲା ବିଦାୟୀ ଲୋକସଭା ବାଚସ୍ପତି ତଥା ବିଜେପିର ବରିଷ୍ଠ ନେତ୍ରୀ ସୁମିତ୍ରା ମହାଜନଙ୍କୁ ସାକ୍ଷାତ କରିଛନ୍ତି ।

ଏହାଏକ ସୌଜନ୍ୟ ମୂଳକ ସାକ୍ଷାତକାର ହୋଇଥିଲେ ମଧ୍ୟ ପରମ୍ପରା ଦୃଷ୍ଟିରୁ ରାଜନୀତି ପାଇଁ ଏହା ଶୁଭଙ୍କର । କାରଣ ଗତ ଲୋକସଭାରେ ସୁମିତ୍ରା ବାଚସ୍ପତି ଥିଲେ । ଆଉ ସାକ୍ଷାତକାର ପରେ ସୁମିତ୍ରା କହିଥିଲେ ଓମ ବିର୍ଲାଙ୍କୁ ବାଚସ୍ପତି ଭାବେ ଦଳ ଚୟନ କରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ।

କାରଣ ଓମ ଜଣେ ଭଲ ପାର୍ଲାମେଣ୍ଟ୍ରିୟାନ । ଏହାସହ ସେ ପୂର୍ବରୁ ଭାରତୀୟ ସଂସଦୀୟ ସମୂହର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି । ଓମ ବିର୍ଲା ଭଲଭାବେ ଏବଂ ନିରପେକ୍ଷ ଭାବେ ସଂସଦକୁ ପରିଚାଳନା କରିବେ ବୋଲି ସୁମିତ୍ରା କହିଛନ୍ତି ।

Intro:Body:

dgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.