ETV Bharat / briefs

ଆରପାରିରେ ପ୍ରଖ୍ୟାତ ବିରହା ଗାୟକ ପଦ୍ମଶ୍ରୀ 'ହୀରାଲାଲ ଯାଦବ' - passed away

ଗାୟକ ପଦ୍ମଶ୍ରୀ ହୀରାଲାଲ ଯାଦବଙ୍କ ନିଧନ ହୋଇଯାଇଛି । 2014 ମସିହାରେ ତାଙ୍କୁ ୟୁପି ସରକାରଙ୍କ ପକ୍ଷରୁ ୟଶ ଭାରତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ 2019 ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ANI
author img

By

Published : May 12, 2019, 3:02 PM IST

ଲକ୍ଷ୍ନୌ: ଲୋକପ୍ରିୟ ବିରହା ଗାୟକ ପଦ୍ମଶ୍ରୀ ହୀରାଲାଲ ଯାଦବଙ୍କ ନିଧନ ହୋଇଯାଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚୌକାଘାଟ ଡାକ୍ତରଖାନାରେ କରାଯାଉଥିଲା । ତାଙ୍କର ନିଧନ ଖବର ପାଇ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଥାଉକି, ଗୋଟେ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ତାଙ୍କ ବଡପୁଅଙ୍କୁ ହୀରାଲାଲଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଥିଲେ ।

1936 ମସିହାରେ ସେ ବାରଣାସୀଠାରେ ଜନ୍ମଗ୍ରହଣ କରିଥିଲେ । 2014 ମସିହାରେ ତାଙ୍କର ଲୋକଗୀତ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ତାଙ୍କୁ ୟୁପି ସରକାରଙ୍କ ପକ୍ଷରୁ ୟଶ ଭାରତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ 2019 ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ।

Intro:Body:

PRABIR

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.