ETV Bharat / briefs

ମନେ ପଡନ୍ତି ବରପୁତ୍ର ବିଜୁ ବାବୁ...

ନୂଆ ଓଡିଶା ଗଠନର କର୍ଣ୍ଣଧାର ଥିଲେ ବିଜୁ ପଟ୍ଟନାୟକ। ପ୍ରଥମେ ପାଇଲଟ, ପରେ ନେତା ଆଉ ତାପରେ ମୁଖ୍ୟମନ୍ତ୍ରୀ। ଦୁଇଦୁଇ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହେବା କାଳରେ ଓଡିଶା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହ ରାଜ୍ୟରେ ଅନେକ ଶିଳ୍ପ ପ୍ରତିଷ୍ଠା କରିଥିଲେ ଏହି ବରପୁତ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 17, 2019, 10:29 AM IST

ଭୁବନେଶ୍ବର: ଆଜି ହେଉଛି ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସେଥିପାଇଁ ଭୁବନେଶ୍ବର ବିଜେଡି ଦଳ ତରଫରୁ ବିନ୍ଦୁ ସାଗରରେ ସମସ୍ତ ବରିଷ୍ଠ ନେତା ତିଳ ତର୍ପଣ ଅର୍ପଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ ଔରସରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ବିଜୁ ବାବୁ । ଆଉ 1997 ମସିହା ଏପ୍ରିଲ ମାସ 17 ତାରିଖ ଅର୍ଥାତ ଆଜିର ଦିନରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧରାପୃଷ୍ଠରୁ ବିଦାୟ ନେଇଥିଲେ ଏହି ମହାନ ପୁରୁଷ ।

ସୂଚନା ଯୋଗ୍ୟଯେ ନୂଆ ଓଡିଶା ଗଠନର କର୍ଣ୍ଣଧାର ଥିଲେ ବିଜୁ ପଟ୍ଟନାୟକ । ତାଙ୍କରି ମୁଖ୍ୟମନ୍ତ୍ରୀ କାଳରେ ଓଡିଶା ଅନେକ ବିକଶ ହେବା ସହ ରଜ୍ୟରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ବିଜୁ ପଟ୍ଟନାୟକ ଖାଲି ରାଜ୍ୟ ରାଜନୀତିରେ ସୀମିତ ନଥିଲେ ବରଂ ଜାତୀୟ ରାଜନୀତିରେ ମଧ୍ୟ ଅନେକ ପ୍ରଭାବ ବିସ୍ତାର କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.