ETV Bharat / briefs

ଗୋ ମାଂସ ବିକ୍ରି କରି ବୃଦ୍ଧ ଖାଇଲେ ଘୁଷୁରୀ ମାଂସ - ଗୋ ମାଂସ

ପୁଣି ଭିଡ ହିଂସା ଦେଖିବାକୁ ମିଳିଛି ଆସାମରେ। ଗୋରୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମୁସଲିମ ବୃଦ୍ଧଙ୍କୁ ସ୍ଥାନୀୟ ଲୋକ ପିଟିବା ସହ ଖୁଆଇଛନ୍ତି ଘୁଷୁରୀ ମାଂସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : Apr 9, 2019, 12:14 PM IST

ନୂଆଦିଲ୍ଲୀ: ଗୋରୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ମୁସଲିମ ବୃଦ୍ଧଙ୍କୁ ଆକ୍ରମଣ। ତାଙ୍କୁ ମାରପିଟ୍‌ କରିବା ସହ ଘୁସୁରୀ ମାଂସ ଖାଇବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ। ପୀଡିତ ଜଣକ 68 ବର୍ଷିୟ ଶୌକତ ଅଲ୍ଲୀ ବୋଲି ଜଣା ପଡିଛି । ଘଟଣାଟି ଆସାମର ବିଶ୍ବନାଥ ଚାରାଲୀର।

  • Attention @sarbanandsonwal This old man was beaten up in Bishwanath Charialifor selling beef. Beef is not banned in Assam and the northeast. Many communities apart from Muslims consume beef. But interestingly self appointed gaurakshaks find only poor Muslim traders to harass. pic.twitter.com/I7lg1YMKu0

    — Berojgar BeingMuzakki (@Muzakki82091009) April 8, 2019 " class="align-text-top noRightClick twitterSection" data=" ">

ତେବେ ଏହାର ଏକ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ, ବୃଦ୍ଧ ଜଣଙ୍କୁ ଲୋକେ ଘେରି ଯାଇଛନ୍ତି । ଲୋକ ତାଙ୍କୁ ଧମକାଇବା ସହ ଗୋରୁ ମାଂସ କାହିଁକି ବିକ୍ରି କରୁଛୁ ବୋଲି ପ୍ରଶ୍ନ କରୁଛନ୍ତି। ଭାରତୀୟ ହେବାର ପ୍ରମାଣ ମଧ୍ୟ ତାଙ୍କୁ ମାଗୁଛନ୍ତି ଲୋକ।

ପୋଲିସର କହିବା ଅନୁଯାୟୀ, ଶୌକତ ଅଲ୍ଲୀ ଜଣେ ବେପାରୀ ଅଟନ୍ତି। ସେ ଦୀର୍ଘ 35 ବର୍ଷ ହେବ ସେଠାରେ ଏକ ଭୋଜନାଳୟ ଚଳାଉଛନ୍ତି। ତେବେ ସେ ସାପ୍ତାହିକ ବଜାରରେ ଗୋରୁ ମାଂସ ବିକ୍ରି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.