ETV Bharat / briefs

ଏସୀୟ ରଗ୍‌ବୀ ଚାମ୍ପିଅନସିପ୍‌: 7 ଓଡିଆ ଝିଅ ଦେଖାଇବେ ଜଲଓ୍ବା - womens

କାଲିଠାରୁ ଆରମ୍ଭ ହେବ ଏସୀୟ ମହିଳା ରଗ୍‌ବୀ ଚାମ୍ପିଅନସିପ୍‌ । ଏହାକୁ ପ୍ରତିଯୋଗିତାକୁ ଆୟୋଜିତ କରୁଛି ଫିଲିଫାଇନ୍ସ । ତେବେ ଭାରତର 26 ଜଣିଆ ଦଳରେ ସାମିଲ ହୋଇଛନ୍ତି ଓଡିଶାର 7 ଝିଅ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Jun 18, 2019, 12:55 PM IST

ହାଇଦ୍ରାବାଦ: ଏସୀୟ ମହିଳା ରଗ୍‌ବୀ ଚାମ୍ପିଅନସିପ୍‌ରେ ଭାଗ ନେବେ ଭାରତର 26 ଜଣିଆ ଦଳ । ତେବେ ଏହି ସ୍କ୍ବାର୍ଡରେ ଓଡିଶାରୁ 7ଜଣ ଖେଳାଳି ରହିଛନ୍ତି । ଫିଲିଫାଇନ୍ସର ମାନାଲିଠାରେ ଏହି ଚମ୍ପିଆନସିପ୍‌ ଆୟୋଜିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଜୁନ୍‌ 19ରୁ ଆରମ୍ଭ ହୋଇ 23ଜୁନ ଯାଏଁ ଚାଲିବ ।

ତେବେ ଏହି ଦଳରେ ସାମିଲ ହୋଇଥିବା 7 ଓଡିଆ ଝିଅ ହେଲେ- ଶୁଭଲକ୍ଷ୍ମୀ ବାରିକ, ସୁମିତ୍ରା ନାୟକ,ହୁପି ମାଝୀ, ପାର୍ବତୀ କିସୁ,ମୀନାରାଣୀ ହେମ୍ବ୍ରମ, ରଜନୀ ଶବର, ଲକ୍ଷ୍ମୀପ୍ରିୟା ସାହୁ

ରାଜ୍ୟ କ୍ରୀଡା ଓ ଯୁବ ସେବା ସଚିବ ବିଶାଳ ଦେବ ଜାତୀୟ ଦଳକୁ ଶୁଭେଚ୍ଛା ଦେବା ସହ କହିଛନ୍ତି ଯେ, ଜାତୀୟ ଦଳରେ 7 ଓଡିଆ ଝିଅ ସାମିଲ ହେବା ଗର୍ବର କଥା । ଓଡିଶାରେ ରଗ୍‌ବୀର ବିକାଶ ନିମନ୍ତେ ଭିତ୍ତିଭୂମୀ, ତାଲିମ ଓ ମାଗଦର୍ଶନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.