ETV Bharat / briefs

ମଦ ବିକି ଅଙ୍ଗନୱାଡି ଦିଦି ଗିରଫ

ଅଙ୍ଗନୱାଡି ଦିଦିଙ୍କ କଳାକାରନାମା । ଅଙ୍ଗନୱାଡି କେନ୍ଦ୍ରରେ ବିକୁଥିଲେ ମଦ । ଗିରଫ କଲା ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 2, 2019, 1:29 PM IST

ମାଲକାନଗିରି: ଅଙ୍ଗନୱାଡି ଦିଦିଙ୍କ କଳାକାରନାମା । ପାଠ ନ ପଢାଇ ଅଙ୍ଗନୱାଡି କେନ୍ଦ୍ରରେ ବିକୁଥିଲେ ବିଦେଶୀ ମଦ, ଅବକାରୀ ବିଭାଗ କଲା ଗିରଫ । ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଟିଟଙ୍ଗ ଗ୍ରାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ସହ ଅଙ୍ଗନୱାଡି କର୍ମୀ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତେବେ ଅଙ୍ଗନୱାଡି କେନ୍ଦ୍ରରେ ମଦ ବିକ୍ରି ହେଉଥିବାର ସୂଚନା ମିଳିଥିଲା । ଖବର ପାଇ ମାଲକାନଗିରି ଅବକାରୀ ବିଭାଗ ଓ ବାଲିମେଳା ଅବକାରୀ ବିଭାଗର ଏକ ମିଳିତ ଟିମ ଅଙ୍ଗନୱାଡି କେନ୍ଦ୍ରରେ ଚଢାଉ କରିବା ସହ କର୍ମୀଙ୍କୁ ଗିରଫ କରିଥିଲେ । ଏହା ସହ ବହୁ ବିଦେଶୀ ମଦ ଜବତ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.