ETV Bharat / briefs

ଶ୍ରମିକ ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

author img

By

Published : Jun 13, 2020, 4:35 PM IST

ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ରେଳ ଷ୍ଟେସନରେ । ଅଧିକ ପଢନ୍ତୁ...

ଶ୍ରମିକ ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା
ଶ୍ରମିକ ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

ରାଉରକେଲା: ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ରେଳ ଷ୍ଟେସନରେ । ଗାନ୍ଧୀନଗରରୁ ହଟିଆ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନର ସାଧାରଣ ବଗିରେ ମହିଳା ଜଣକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ପରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ରାଉରକେଲା ରେଳଷ୍ଟେସନରେ ଓହ୍ଲାଇ ତାଙ୍କୁ ବନ୍ଧମୁଣ୍ଡା ରେଳ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.