ETV Bharat / briefs

କ୍ଷତିପୂରଣ ଦାବିରେ ରାସ୍ତାରୋକ, ଅଟକିଲା ଶତାଧିକ ଯାନବାହନ - BALANGIR

ନେହେରୁ ବାରିକଙ୍କ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ପ୍ରଦାନ ଦାବିରେ ବଲାଙ୍ଗୀର ସୁବର୍ଣ୍ଣପୁର 56 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଫଟୋ ସୌଜନ୍ୟ; ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 24, 2019, 3:22 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଏକ ସଡକ ଦୁର୍ଘଟଣାକୁ ନେଇ ରାସ୍ତାରୋକ ହୋଇଛି । ଗତକାଲି ସୁବର୍ଣ୍ଣପୁର- ବଲାଙ୍ଗୀର ରାଜପଥ ଅର୍ଜୁନଡା ଛକ ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ସ୍ଥାନୀୟ ନେହେରୁ ବାରିକଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ମୃତକ ଖାରୀ ଢାବାରୁ ଖାଇ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ବାଇକ ସହ ମୁହାଁମୁହିଁ ଧକକା ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଫଳରେ ଘଟଣାସ୍ଥଳରେ ହିଁ ନେହେରୁ ବାରିକଙ୍କ ମୃତ୍ୟୁ ହୋଇଥିଲା । ନେହେରୁ ବାରିକଙ୍କ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ପ୍ରଦାନ ଦାବିରେ ବଲାଙ୍ଗୀର ସୁବର୍ଣ୍ଣପୁର 56 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ତରଭା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକରୁ ହଟିବା ପାଇଁ ପରିବାର ବର୍ଗ ଓ ଗାଁ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.