ETV Bharat / bharat

ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ

author img

By

Published : Jul 28, 2022, 10:45 PM IST

ମତଦାନ ପାଇଁ ଦେଶର ନାଗରିକଙ୍କ ବୟସ 18 ବର୍ଷ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଏବେ ୧୭ ବର୍ଷ ବୟସରେ ମଧ୍ୟ ନିଜ ନାଁ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିପାରିବେ । ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ
ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ମତଦାନ ପାଇଁ ଦେଶର ନାଗରିକଙ୍କ ବୟସ 18 ବର୍ଷ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଏବେ ୧୭ ବର୍ଷ ବୟସରେ ମଧ୍ୟ ନିଜ ନାଁ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିପାରିବେ । ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ୧୭ ବର୍ଷ ବୟସରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଏବେ ଭୋଟର ଲିଷ୍ଟରେ ନିଜ ନାଁ ପୂର୍ବରୁ ହିଁ ରେଜିଷ୍ଟର କରାଇବା ପାଇଁ ଆବେଦନ କରିପାରିବେ ।

  • Youngsters above 17 years of age can now apply in advance for having their names enrolled in Voter’s list and not necessarily have to await the pre-requisite criterion of attaining the age of 18 years on 1st January of a year: ECI pic.twitter.com/DhAi7NN1Zo

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯୁବପିଢିଙ୍କୁ ଏବେ ଭୋଟର ଲିଷ୍ଟରେ ଏନରୋଲମେଣ୍ଟ କରିବା ପାଇଁ ୧ ଜାନୁୟାରୀରେ ୧୮ ବର୍ଷର ବୟସ ପ୍ରାପ୍ତ କରିବା ପାଇଁ ପୂର୍ବ ଆବଶ୍ୟକ ମାନଦଣ୍ଡର ଅପେକ୍ଷା କରିବାକୁ ପଡିବନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ, ଇଆଇଓ ଏବଂ ଏଇଆରଓଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.