ETV Bharat / bharat

6 ମାସ ପାଇଁ ବନ୍ଦ ହେଲା ଯମୁନୋତ୍ରୀ ଧାମ କବାଟ

author img

By

Published : Nov 16, 2020, 8:14 PM IST

ବିଶ୍ବ ପ୍ରସିଦ୍ଧ ଯମୁନୋତ୍ରୀ ଧାମର କବାଟ ଆଜି ଦିନ 12.15ରେ ବିଧିବିଧାନ ସହ ବନ୍ଦ କରାଯାଇଛି । ତେବେ ଆଗାମୀ 6ମାସ ପାଇଁ ମା' ଯମୁନାଙ୍କୁ ଭକ୍ତମାନେ ଖୁସି ମଠରେ ଦର୍ଶନ କରିପାରିବେ ।

6ମାସ ପାଇଁ  ବନ୍ଦ ହେଲା ଯମୁନୋତ୍ରୀ ଧାମ କବାଟ
6ମାସ ପାଇଁ ବନ୍ଦ ହେଲା ଯମୁନୋତ୍ରୀ ଧାମ କବାଟ

ଡେରାଡୁନ: ବିଶ୍ବ ପ୍ରସିଦ୍ଧ ଯମୁନୋତ୍ରୀ ଧାମର କବାଟ ଆଜି ଦିନ 12.15ରେ ବିଧିବିଧାନ ସହ ବନ୍ଦ କରାଯାଇଛି । ତେବେ ଆଗାମୀ 6ମାସ ପାଇଁ ମା' ଯମୁନାଙ୍କୁ ଭକ୍ତମାନେ ଖୁସି ମଠ(ଖରସାଲି)ରେ ଦର୍ଶନ କରିପାରିବେ ।

6ମାସ ପାଇଁ ବନ୍ଦ ହେଲା ଯମୁନୋତ୍ରୀ ଧାମ କବାଟ

ସୋମବାର ଭାଇଦୁଜ ଅବସରରେ ମା' ଯମୁନାଙ୍କ ଭାଇ ଶନି ମହାରାଜଙ୍କ ଡୋଲିରେ ଭଉଣୀଙ୍କୁ ନେବାକୁ ପହଞ୍ଚି ଥିଲେ । ଏହାପରେ ବିଶେଷ ପୂଜାର୍ଚ୍ଚନା କରାଯାଇ 6ମାସ ପାଇଁ ଯମୁନୋତ୍ରୀ ଧାମ ବନ୍ଦ କରାଯାଇଛି । ଏହାପରେ ମା' ଯମୁନା ଓ ଶନି ମହାରାଜଙ୍କ ଡୋଲି ଖରସାଲି ଅଭିମୁଖେ ବାହାରିଥିଲା ।

ଏପଟେ ଯମୁନୋତ୍ରୀ ଧାମର କବାଟ ବନ୍ଦ ହେବା ପରେ ସେଠାରେ ତୁଷାରପାତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.