ETV Bharat / bharat

ଜଙ୍ଗଲ ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ଆବଶ୍ୟକ: ପ୍ରଧାନମନ୍ତ୍ରୀ - World Wildlife Day

ଆଜି ବିଶ୍ବ ବନ୍ୟଜନ୍ତୁ ଦିବସ । ଏହି ଅବସରରେ ଜଙ୍ଗଲର ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମେ ସର୍ବଦା ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 3, 2021, 12:27 PM IST

ନୂଆଦିଲ୍ଲୀ: ଆଜି ବିଶ୍ବ ବନ୍ୟଜନ୍ତୁ ଦିବସ । ଏହି ଅବସରରେ ଜଙ୍ଗଲର ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମେ ସର୍ବଦା ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଘ,ସିଂହ ଚିତାବାଘ ହେଉ କି ଅନ୍ୟ ବନ୍ୟଜନ୍ତୁ ଭାରତ ବିଭିନ୍ନ ପ୍ରାଣୀମାନଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଆମେ ଯେତେ ସମ୍ଭବ ସେମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କ ବାସସ୍ଥାନ ଜଙ୍ଗଲକୁ ସୁରକ୍ଷା ଦେବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାଲ୍ୟୁଟ କରି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ମୋଦି ସରକାର ସବୁବେଳେ କାର୍ଯ୍ୟରତ ବୋଲି କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ।

ଭାରତରେ ବନ୍ୟଜନ୍ତୁ ଏବଂ ଜୈବବିବିଧତା କ୍ଷେତ୍ରରେ ବୃଦ୍ଧି ଘଟିଛି । ଭାରତ ବନ୍ୟଜନ୍ତୁରେ 70 ପ୍ରତିଶତ ବ୍ୟାଘ୍ର, 70ପ୍ରତିଶତ ସିଂହ ଏବଂ 60 ପ୍ରତିଶତ ଚିତାବାଘ ରହିଛନ୍ତି । 19523 ମସିହାରୁ ଚିତାବାଘଗୁଡିକ ଲୁପ୍ତ ହେବାରେ ଲାଗିଛନ୍ତି । ଏହି ବନ୍ୟଜନ୍ତୁ କିପରି ଲୁପ୍ତ ନ ହେବେ ମୋଦି ସରକାର ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.