ETV Bharat / bharat

ହ୍ବାଟ୍ସଆପର ବୟାନ, ପ୍ରାଇଭେସି ପଲିସି ମାନିବାକୁ ଗ୍ରାହକଙ୍କୁ କରାଯିବନି ବାଧ୍ୟ

author img

By

Published : Jul 9, 2021, 4:51 PM IST

ନିଜ ଇଚ୍ଛାରେ କମ୍ପାନୀ ପ୍ରାଇଭେସି ପଲିସି ଉପରେ ରୋକ ଲଗାଯାଇଥିବା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ହ୍ବାଟ୍ସଆପ । ତେବେ ଏହି ପଲିସି ମାନିବାକୁ ଗ୍ରାହକଙ୍କୁ କରାଯିବନି ବାଧ୍ୟ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କୁ ହ୍ବାଟ୍ସଆପର ବୟାନ, ପ୍ରାଇଭେସି ପଲିସି ମାନିବାକୁ ଗ୍ରାହକଙ୍କୁ କରାଯିବନି ବାଧ୍ୟ

ନୂଆଦିଲ୍ଲୀ: ପ୍ରାଇଭେସି ପଲିସି ଉପରେ ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖିଛି ହ୍ବାଟ୍ସଆପ । ନିଜ ଇଚ୍ଛାରେ କମ୍ପାନୀ ପ୍ରାଇଭେସି ପଲିସି ଉପରେ ରୋକ ଲଗାଯାଇଥିବା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ହ୍ବାଟ୍ସଆପ ।

ହ୍ବାଟ୍ସଆପ ଏହାମଧ୍ୟ କହିଛି ଯେ ଯେତେଯାଏଁ ଡାଟା ସୁରକ୍ଷା ବିଲ ଲାଗୁ ହୋଇନାହିଁ, ସେତେଯାଏଁ କମ୍ପାନୀ ଗ୍ରାହକଙ୍କୁ ନୂଆ ପ୍ରାଇଭେସି ପଲିସି ଚୟନ କରିବା ପାଇଁ ବାଧ୍ୟ କରିବ ନାହିଁ । ପ୍ରାଇଭେସି ପିଲିସି ମାନୁନଥିବା ଗ୍ରାହକଙ୍କ ଉପପରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଯିବ ନାହିଁ ।

ହ୍ବାଟ୍ସଆପ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ କହିଛନ୍ତି, ନିଜଆଡୁ କମ୍ପାନୀ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବାକୁ ପ୍ରସ୍ତୁତ ହୋଇଛି । ଏହାସତ୍ତ୍ବେ ହ୍ବାଟ୍ସଆପ ନିଜ ଗ୍ରାହକଙ୍କୁ ଅପଡେଟର ବିକଳ୍ପ ଦର୍ଶାଇବା ଜାରି ରଖିବ ।

ହ୍ବାଟ୍ସଆପ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଫେସବୁକକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନର ଶୁଣାଣି କରିଛନ୍ତି । ଯାହା ନୂତନ ପ୍ରାଇଭେସି ପଲିସି ବିରୋଧରେ ସିସିଆଇର ଅନୁସନ୍ଧାନରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲା ।

ଜୁନ 23ରେ, ହ୍ବାଟ୍ସଆପର ନୂଆ ପ୍ରାଇଭେସି ପଲିସିର ଅନୁସନ୍ଧାନ ସହ ଫେସବୁକ୍ ଏବଂ ମେସେଜିଂ ଆପଠାରୁ କିଛି ସୂଚନା ମାଗି ଦିଲ୍ଲୀ ହାଇକୋର୍ଟ ସିସିଆଇର ନୋଟିସ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.