ETV Bharat / bharat

24 ଘଣ୍ଟାରେ ଦେଶରେ 36,594 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 4, 2020, 10:15 AM IST

24 ଘଣ୍ଟାରେ ଦେଶରେ 36,594 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 95 ଲକ୍ଷ 71 ହଜାର 559ରେ ପହଞ୍ଚିଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ ଦେଶରେ 36,594 ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ଦେଶରେ 36,594 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 36,594 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 95 ଲକ୍ଷ 71 ହଜାର 559ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 90 ଲକ୍ଷ 16 ହଜାର 289 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 16 ହଜାର 82 ଜଣ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା 24 ଘଣ୍ଟାରେ 540 କୋରୋନା ମୃତ୍ୟୁ ମିଶାଇ ଦେଶରେ ଏଯାବତ୍ 1 ଲକ୍ଷ 39 ହଜାର 188 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.