ETV Bharat / bharat

ଧୀରେ ଧୀରେ ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ: ଷ୍ଟାଲିନ

ତାମିଲନାଡୁରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ବିଜୟୀ ଦେବା ପରେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ଧୀରେ ଧୀରେ ପୂରଣ ହେବ କରାଯିବ ବୋଲି କହିଛନ୍ତି ଏମକେ ଷ୍ଟାଲିନ । ଅଧିକ ପଢନ୍ତୁ...

ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ
ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ
author img

By

Published : May 3, 2021, 12:50 PM IST

ଚେନ୍ନାଇ: ତାମିଲନାଡୁରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ବିଜୟୀ ଦେବା ପରେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କୋରୋନା ମହାମାରୀ ପାଇଁ ବିଜୟ ଉତ୍ସବକୁ ସାଧାରଣ ଭାବରେ ପାଳନ କରାଯିବ ବୋଲି କହିଛନ୍ତି ଷ୍ଟାଲିନ ।

ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ମୋର ଏ ବିଜୟ ପାଇଁ ମୁଁ ତାମିଲନାଡୁ ବାସୀଙ୍କୁ ଧନ୍ୟବାଦ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ଆମେ ଧୀରେ ଧୀରେ ପୂରଣ କରିବୁ ବୋଲି କହିଛନ୍ତି ଏମକେ ମୁଖ୍ୟ ଏମକେ ଷ୍ଟାଲିନ । ଏହା ସହିତ କୋରୋନା ମହାମାରୀ ପାଇଁ ବିଜୟୀ ଉତ୍ସବକୁ ନିରାଡମ୍ବର ଭାବରେ ପାଳନ କରାଯିବ ଓ କିଛି ଦିନ ପରେ ଉତ୍ସବର ଦିନ ଘୋଷଣା କରାଯିବ । ଏହା ସହିତ ଦଳ ନବନିର୍ବାଚିତ ବିଧାୟକଙ୍କ ସହିତ ଏକ ବୈଠକ କରିବ । ଏହା ପରେ ଦଳର ଚେୟାରମ୍ୟାନଙ୍କୁ ଚୟନ କରାଯିବ ।

ପ୍ରକାଶ ଥାଉ କି,ଗତକାଲି ବିଧାନସଭା ନିର୍ବାଚନର ଫଳ ବାହାରିଥିଲା । ଦମଦାର ପ୍ରଦର୍ଶନ କରି ତାମିଲନାଡ଼ୁ ଏକ ଶକ୍ତିଶାଳୀ ରାଜନୈତିକ ଚେହେରା ଭାବରେ ଉଭା ହୋଇଛନ୍ତି ଏମକେ ଷ୍ଟାଲିନ । ଭୋଟ ଗଣତି ପୂର୍ବରୁ ହିଁ ଚଳିତ ବିଧାନସଭା ନିର୍ବାଚନରେ ଏମକେ ଷ୍ଟାଲିନ ବାଜି ମାରିବା ନେଇ ମତ ରଖିଥିଲେ ରାଜନୀତି ବିଶାରଦ । ପ୍ରଥମ ଥର ପାଇଁ ବିଜୟ ହାସଲ କରିବା ପରେ ଡିଏମକେ ସଭାପତି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଃସ୍ବାର୍ଥ ସେବା ମନୋଭାବ ନେଇ ଜନତାଙ୍କ ସେବା କରିବେ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.