ETV Bharat / bharat

କୋଭିଡ ଭାରିଏଣ୍ଟର ନାମକରଣ କଲା WHO, ଭାରତ ଷ୍ଟ୍ରେନ ନାଁ 'ଡେଲଟା'

କୋରୋନାର ବିଭିନ୍ନ ମ୍ୟୁଟାଣ୍ଟର ନାମ ରଖିଲା WHO । ଭାରତରେ ଦେଖା ଯାଇଥିବା ମ୍ୟୁଟାଣ୍ଟ ବା ଭାରିଏଣ୍ଟର ନାମ 'ଡେଲଟା' । ଅଧିକ ପଢନ୍ତୁ...

କୋଭିଡ ଭାରିଏଣ୍ଟର ନାମକରଣ କଲା WHO
କୋଭିଡ ଭାରିଏଣ୍ଟର ନାମକରଣ କଲା WHO
author img

By

Published : Jun 1, 2021, 12:13 PM IST

ନୂଆଦିଲ୍ଲୀ: କୋରୋନାର ବିଭିନ୍ନ ମ୍ୟୁଟାଣ୍ଟର ନାମକରଣକୁ ନେଇ ସ୍ପଷ୍ଟ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) । ଭାରତରେ ଦେଖା ଯାଇଥିବା ମ୍ୟୁଟାଣ୍ଟ ବା ଭାରିଏଣ୍ଟର ନାମ ରଖିଲା 'ଡେଲଟା' ।

ଆଜି(ମଙ୍ଗଳବାର) WHO କୋରୋନା ଭାରିଏଣ୍ଟର ନାମକରଣ କରିଛି । ଭାରତରେ ଦେଖା ଯାଉଥିବା ଭାରିଏଣ୍ଟର ନାଁ 'ଡେଲଟା' ରଖିଛି ହୁ ଏବଂ ଏହାର ପ୍ରକାର ବି. 1.6 17.2 ରଖାଯାଇଛି । ସେହିପରି ପୂର୍ବରୁ ଇଂଲଣ୍ଡରେ ଦେଖା ଯାଇଥିବା ଭାରିଏଣ୍ଟ ନାଁ 'କାପା', ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ 'ବିଟା' ଏବଂ ବ୍ରାଜିଲ ଷ୍ଟ୍ରେନର ନମାଁ 'ଗାମା' ରଖାଯାଇଛି । ତେବେ ଏସବୁ ନାମ ଗ୍ରୀକ ଦେଶରୁ ଅଣାଯାଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.