କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ବହୁମତ ହାସଲ କରି କ୍ଷମତାକୁ ପ୍ରୟାବର୍ତ୍ତନ କରିଛି ତୃଣମୂଳ କଂଗ୍ରେସ । ଏହାରି ମଧ୍ୟରେ 2 ମେରେ ହୋଇଥିବା ମତଗଣନା ସମୟରେ ପଶ୍ଚିମବଙ୍ଗରେ ହିଂସା ଓ ଜଳାପୋଡା ଦେଖିବାକୁ ମିଳିଥିଲା ।
-
Perturbed and worried at several reports of violence, arson and killings from various parts of State. Party offices, houses & shops being attacked. Situation alarming.
— Governor West Bengal Jagdeep Dhankhar (@jdhankhar1) May 3, 2021 " class="align-text-top noRightClick twitterSection" data="
Prompt action called for @HomeBengal @WBPolice @CPKolkata
Have conferred @MamataOfficial for urgent action.
">Perturbed and worried at several reports of violence, arson and killings from various parts of State. Party offices, houses & shops being attacked. Situation alarming.
— Governor West Bengal Jagdeep Dhankhar (@jdhankhar1) May 3, 2021
Prompt action called for @HomeBengal @WBPolice @CPKolkata
Have conferred @MamataOfficial for urgent action.Perturbed and worried at several reports of violence, arson and killings from various parts of State. Party offices, houses & shops being attacked. Situation alarming.
— Governor West Bengal Jagdeep Dhankhar (@jdhankhar1) May 3, 2021
Prompt action called for @HomeBengal @WBPolice @CPKolkata
Have conferred @MamataOfficial for urgent action.
ଆରମବାଗରେ ଥିବା ବିଜେପି କାର୍ଯ୍ୟାଳୟରେ ଆକ୍ରୋଶମୂଳକ ଭାବେ ଲଗାଇଦିଆଯାଇଥିଲା ନିଆଁ । ଘଟଣାକୁ ଗମ୍ଭୀରତାର ସହ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଡିଜିପିଙ୍କୁ ସମନ କରିଛନ୍ତି ।
ଜଗଦୀପ ଧନକର ଟ୍ବିଟ କରି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ହତ୍ୟା ଘଟଣା ଖବର ଯୋଗୁଁ ଚିନ୍ତିତ ରହିଛି । ଦଳୀୟ କାର୍ଯ୍ୟାଳୟ, ଘର ଦୋକାନକୁ ଆକ୍ରମଣ କରାଯାଇଛି । ସ୍ଥିତି ଚିନ୍ତାଜନକ । ତେବେ ଆଇନ ଶୃଙ୍ଖଳା ବିଗୁଡୁଥିବା ନେଇ ଡିଜିପିଙ୍କୁ ସମନ କରାଯାଇଥିବା କହିଛନ୍ତି ରାଜ୍ୟପାଳ କହିଛନ୍ତି ।