ଗାନ୍ଧୀନଗର: ଦେଶରେ ପଡ଼ିଛି ମହଙ୍ଗା ମାଡ଼ । ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକେ ବିବାହରେ ଲେମ୍ବୁକୁ ଉପହାର ଭାବରେ ଦେଉଛନ୍ତି । ଗୁଜୁରାଟ ରାଜକୋଟର ଧୋରାଜୀ ସହରର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏକ ବିବାହ ଉତ୍ସବରେ ଆସିଥିବା ଅତିଥି ବରକୁ ଲେମ୍ବୁ ଉପହାର କରିଥିଲେ ।
-
गुजरात: राजकोट के धोराजी शहर में एक शादी समारोह के दौरान लोगों ने दूल्हे को नींबू भेंट किए।
— ANI_HindiNews (@AHindinews) April 17, 2022 " class="align-text-top noRightClick twitterSection" data="
दिनेश ने बताया, "इस समय राज्य और देश में नींबू की कीमतें बहुत बढ़ गई हैं। इस मौसम में नींबू की बहुत जरूरत पड़ती है। इसलिए मैंने नींबू भेंट किए हैं।" (16.04) pic.twitter.com/ciQ9MlwIC3
">गुजरात: राजकोट के धोराजी शहर में एक शादी समारोह के दौरान लोगों ने दूल्हे को नींबू भेंट किए।
— ANI_HindiNews (@AHindinews) April 17, 2022
दिनेश ने बताया, "इस समय राज्य और देश में नींबू की कीमतें बहुत बढ़ गई हैं। इस मौसम में नींबू की बहुत जरूरत पड़ती है। इसलिए मैंने नींबू भेंट किए हैं।" (16.04) pic.twitter.com/ciQ9MlwIC3गुजरात: राजकोट के धोराजी शहर में एक शादी समारोह के दौरान लोगों ने दूल्हे को नींबू भेंट किए।
— ANI_HindiNews (@AHindinews) April 17, 2022
दिनेश ने बताया, "इस समय राज्य और देश में नींबू की कीमतें बहुत बढ़ गई हैं। इस मौसम में नींबू की बहुत जरूरत पड़ती है। इसलिए मैंने नींबू भेंट किए हैं।" (16.04) pic.twitter.com/ciQ9MlwIC3
ଜୀବନର ସବୁଠାରୁ ବିଶେଷ ଦିନରେ ବରକୁ ଲେମ୍ବୁ ଉପହାର ଦେଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଦୀନେଶ । ଦୀନେଶଙ୍କ କହିବା ଅନୁଯାୟୀ, 'ଏହି ସମୟରେ ସମଗ୍ର ଭାରତରେ ଲେମ୍ବୁର ଦର ଦୃତ ଗତିରେ ବଢ଼ିଚାଲିଛି । ପୁଣି ଗ୍ରୀଷ୍ମ ଋତୁରେ ଲେମ୍ବୁର ଆବଶ୍ୟକତା ଅଧିକ ପଡ଼ିଥାଏ । ତେଣୁ ଏଭିଳି କିଛି ଭିନ୍ନ ଉପହାର ଦେବାକୁ ନିଷ୍ପତ୍ତି କଲି'। ବିବାହ ଉତ୍ସବରେ ବରର ବନ୍ଧୁମାନେ ଏକ ପ୍ୟାକେଟରେ ଲେମ୍ବୁ ଭର୍ତ୍ତି କରି ଦେଇଛନ୍ତି। ଏହି ବିଶେଷ ଉପହାରକୁ ଦେଖି ବିବାହରେ ଆସିଥିବା ଅତିଥିମାନେ ଖୁବ ଖୁସି ହୋଇଥିଲେ । ଖରାଦିନରେ ଲେମ୍ବୁର ଏହେତୁକ ଦର ବୃଦ୍ଧି ସଭିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ ରାଜ୍ୟରେ କିଲୋ ପିଛା 200ରୁ ଅଧିକ ହୋଇଥିବାବେଳେ ଲେମ୍ବୁ ଗୋଟାକୁ 10ରୁ 15ଟଙ୍କା ରହିଛି ।
@ANI