ETV Bharat / bharat

ବିକାଶ ଦୁବେର ଭାଇ ଦୀପ ପ୍ରକାଶ ଦୁବେ କୋର୍ଟରେ କଲା ଆତ୍ମସମର୍ପଣ

author img

By

Published : Dec 23, 2020, 10:32 PM IST

ୟୁପି ବିକରୁ ହତ୍ୟାକାଣ୍ଡର ମୁଖ୍ୟ ଆରୋପି ବିକାଶ ଦୁବେଙ୍କ ଭାଇ ଦୀପ ପ୍ରକାଶ ଦୁବେ ବୁଧବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ତାଙ୍କୁ ଧରିବା ପାଇଁ 50 ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ...

ବିକାଶ ଦୁବେର ଭାଇ ଦୀପ ପ୍ରକାଶ ଦୁବେ କୋର୍ଟରେ କଲା ଆତ୍ମସମର୍ପଣ
ବିକାଶ ଦୁବେର ଭାଇ ଦୀପ ପ୍ରକାଶ ଦୁବେ କୋର୍ଟରେ କଲା ଆତ୍ମସମର୍ପଣ

ଲକ୍ଷ୍ନୌ: କାନପୁରର ବିକରୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ତଥା ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ବିକାଶ ଦୁବେର ଭାଇ ଦୀପ ପ୍ରକାଶ ଦୁବେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ତାଙ୍କ ଗିରଫ କରିବା ପାଇଁ ପୂର୍ବରୁ ବହୁତ ଚେଷ୍ଚା କରିଥିଲେ । ତାଙ୍କୁ ଧରିବା ପାଇଁ ସରକାର 50 ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ବୁଧବାର ଆତ୍ମସମର୍ପଣ ପୂର୍ବ ସୂଚନା ଅନୁଯାୟୀ ପୋଲିସ ଗିରଫ କରିବା ପାଇଁ ପ୍ରସ୍ତୁତ ହୋଇଥିଲା କିନ୍ତୁ ସମସ୍ତଙ୍କୁ ଚକମା ଦେଇ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଏବେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି । ବିକାଶ ଦୁବେର ସେ ଭାଇ ହୋଇଥିବାବେଳେ ବହୁ ଚର୍ଚ୍ଚିତ ବିକରୁ ଗୁଳିକାଣ୍ଡରେ ଜଡିତ ଥିବା ଜଣାପଡିଛି । ତେଣୁ ତାଙ୍କୁ ପୋଲିସ ଅଧିକ ତଦନ୍ତ କରିବ ବୋଲି ଜଣାପଡିଛି ।

ପୋଲିସ ରିମାଣ୍ଡରେ ନେବା ପରେ କୃଷ୍ଣନଗର କୋଟୱାଲୀରେ ଜାଲିଆତି ସମେତ ଅନ୍ୟ ବିଭାଗରେ ଅଭିଯୁକ୍ତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। କୃଷ୍ଣନଗର ମାମଲାରେ ଦୀପ ପ୍ରକାଶଙ୍କୁ ପଚରାଯିବ କରାଯିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.