ETV Bharat / bharat

ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ ! - ପୂର୍ବୋତ୍ତର ରାଜ୍ୟର ଝିଅ ଅସଦାଚରଣ

କିଛି ଯୁବକ ଭାରତର ପୂର୍ବୋତ୍ତର ରାଜ୍ୟର ଝିଅଙ୍କ ସହ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ
ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ
author img

By

Published : Jul 21, 2021, 8:26 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୂର୍ବୋତ୍ତର ରାଜ୍ୟର କିଛି ଝିଅଙ୍କୁ ଅସଦାଚରଣର ଭିଡିଓ ଭାଇରାଲ । କିଛି ଦୁର୍ବୃତ୍ତ ଭାରତର ପୂର୍ବୋତ୍ତର ରାଜ୍ୟର ଝିଅଙ୍କ ସହ ଅସଦାଚରଣ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଯୁବକମାନେ ସେମାନଙ୍କୁ ରେଟ୍‌ ପଚାରୁଛନ୍ତି । ଏହାପରେ ଜଣେ ଝିଅ ଭିଡିଓ ସୁଟ କରିବାରେ ଲାଗୁଛି । ଆଉ ସଙ୍ଗେସଙ୍ଗେ ଯୁବକମାନେ କ୍ଷମା ମାଗୁଛନ୍ତି ।

ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ
ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ୧୦ ମିନିଟର । ଝିଅମାନଙ୍କ ଅଭିଯୋଗ ଅନୁଯାୟୀ, ଯେବେ ସେମାନେ ରାତିରେ ହୋଜଖାସ ଅଞ୍ଚଳରେ ଛିଡାହୋଇଥିଲେ, ସେବେ ଯୁବକମାନେ ସେମାନଙ୍କୁ ସେମାନଙ୍କର ରେଟ୍‌ ପଚାରିଥିଲେ । ଆଉ ଏହାପରେ ଯୁବତୀମାନେ ଆକ୍ରୋଶିତ ହୋଇ ଭିଡିଓ ସୁଟି କରିଥିଲେ ।

ଦିଲ୍ଲୀରେ North East ଯୁବତୀଙ୍କ ସହ ଅସଦାଚରଣ

ମାମଲାକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ମହିଳା ଆୟୋଗ । ଏହାସହ ମହିଳା ଆୟୋଗଙ୍କ ପକ୍ଷରୁ ଦିଲ୍ଲୀ ପୋଲିସକୁ ନୋଟିସ ପଠାଯାଇଛି । ଏହି ମାମଲାରେ ଏଫଆଇଆର ଦାଏର କରି ଯାଞ୍ଚ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ଆୟୋଗ । ଅନ୍ୟପକ୍ଷେ ଏହି ମାମଲାରେ ଡିସିପି କହିଛନ୍ତି ଯେ ପୋଲିସ ଏହି ମାମଲାରେ କୌଣସି ଅଭିଯୋଗ ପାଇନାହିଁ। ଭାଇରାଲ ଭିଡିଓ ଆଧାରରେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.