ETV Bharat / bharat

UP Panjab poll: ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ

author img

By

Published : Feb 20, 2022, 4:37 PM IST

ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ ରେକର୍ଡ । ଅଧିକ ପଢନ୍ତୁ

UP Panjab poll: ଅପରାହ୍ନ ୩ ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ

ଚଣ୍ଡିଗଡ/ଲକ୍ଷ୍ନୌ: ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ପଞ୍ଜାବରେ ଆଜି ସମସ୍ତ ୧୧୭ ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ ଦେଉଛନ୍ତି ରାଜ୍ୟବାସୀ ।

ତେବେ ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ ହୋଇଥିବା ଉଭୟ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ସନ୍ଧ୍ୟା ୬ରେ ଭୋଟିଂ ଶେଷ ହେବା ସହ ଇଭିଏମକୁ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯିବ । ଆଜି ସକାଳୁ ଉଭୟ ରାଜ୍ୟରେ ମତଦାନ ନେଇ ବେସ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.