ETV Bharat / bharat

ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

author img

By

Published : Jan 2, 2021, 3:02 PM IST

Updated : Jan 2, 2021, 4:15 PM IST

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡି ଦୁର୍ଘଟଣା
union minister babul supriyo convoy accident

14:58 January 02

ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡି ଦୁର୍ଘଟଣା
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡି ଦୁର୍ଘଟଣା

କୋଲକାତା: କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡି ଦୁର୍ଘଟଣାର ଶିକାର । କେନ୍ଦ୍ର ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ କାରକେଡ ପଶ୍ଚିମବଙ୍ଗର ହାୱଡା ଜିଲ୍ଲାର ଦୁଲ୍ଲାଗଡ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆହତ ହୋଇନଥିବା ଜଣାପଡିଛି ।

ସେହିଭଳି ଗତକାଲି ରାତିରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ ଦୁର୍ଘଟଣାର ଶିକାର ହୋଇଥିଲା । ପଶ୍ଚିମବର୍ଦ୍ଧମାନ ଜିଲ୍ଲାର ଜମୁରିଆ ସତଗ୍ରାମ ଫାଟକ ନିକଟରେ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ ଏକ କାର ସହ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ସେଭଳି କୌଣସି ଆହତ ହୋଇନଥିବା ଜଣାପଡିଛି ।

Last Updated : Jan 2, 2021, 4:15 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.