କୋଲକାତା: ବିସିସିଆଇ (BCCI) ସଭାପତି ତଥା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୌରଭ ଗାଙ୍ଗୁଲିଙ୍କ କୋଲକାତା ସ୍ଥିତ ବାସଭବନକୁ ଯାଇ ଅମିତ ଶାହ ସାକ୍ଷାତ କରିଛନ୍ତି । ଅମିତ ଶାହ ଗାଙ୍ଗୁଲିଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ ରାତ୍ର ଭୋଜନ ମଧ୍ୟ କରିଛନ୍ତି ।
-
Union Home Minister Amit Shah met with BCCI chief Sourav Ganguly and had dinner with him at his residence in Kolkata, West Bengal pic.twitter.com/dCn3TkgsT1
— ANI (@ANI) May 6, 2022 " class="align-text-top noRightClick twitterSection" data="
">Union Home Minister Amit Shah met with BCCI chief Sourav Ganguly and had dinner with him at his residence in Kolkata, West Bengal pic.twitter.com/dCn3TkgsT1
— ANI (@ANI) May 6, 2022Union Home Minister Amit Shah met with BCCI chief Sourav Ganguly and had dinner with him at his residence in Kolkata, West Bengal pic.twitter.com/dCn3TkgsT1
— ANI (@ANI) May 6, 2022
ସେହିପରି ଶାହଙ୍କ ଗସ୍ତ ନେଇ ସୌରଭଙ୍କ ବାସ ଭବନକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଏଥିସହ ଅମିତ ଶାହ ଓ ସୌରଭଙ୍କ ପରିବାର ଲୋକଙ୍କୁ ମିଶାଇ ମୋଟ ୮ରୁ ୯ଜଣ ଲୋକଙ୍କୁ ଘର ଭିତରକୁ ପ୍ରବେଶ ଅନୁମତି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ